Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏହି ସର୍ଭେରେ ଅନୁମାନ, ମହାରାଷ୍ଟ୍ରର ୪୮ ଟି ଲୋକସଭା ଆସନରୁ ୪୫ ଟି ଜିତିବ ମହା ବିକାଶ ଅଘାଡି
ବିଶେଷ ଖବର

ଏହି ସର୍ଭେରେ ଅନୁମାନ, ମହାରାଷ୍ଟ୍ରର ୪୮ ଟି ଲୋକସଭା ଆସନରୁ ୪୫ ଟି ଜିତିବ ମହା ବିକାଶ ଅଘାଡି

August 22, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କିଛି ମାସ ପୂର୍ବରୁ ମହାରାଷ୍ଟ୍ରର ମହା ବିକାଶ ଅଘାଡି (MVA) ମେଣ୍ଟର ଦୁଇ ଦଳ ମଧ୍ୟରେ ମତଭେଦ ହୋଇଥିଲା। କଂଗ୍ରେସ, ଶିବସେନା ଏବଂ ଏନସିପିର MVA ମେଣ୍ଟରେ ମତଭେଦ ହେତୁ ଶିବସେନା ଏବଂ ଏନସିପିର ଦୁଇଟି ଦଳ ଗଠନ କରାଯାଇଥିଲା। ଏହି ସମୟରେ, କଂଗ୍ରେସ ରାଜ୍ୟର ସମସ୍ତ ଲୋକସଭା ଆସନ ଉପରେ ଆଭ୍ୟନ୍ତରୀଣ ସର୍ଭେ କରି ଏମଭିଏ ୪୦ ରୁ ୪୫ ଟି ଆସନ ଜିତିବ ବୋଲି ଦାବି କରିଛି।

ଅଜିତ ପାୱାର ଏନସିପି ଛାଡିବା ପରେ କଂଗ୍ରେସ ପର୍ଯ୍ୟବେକ୍ଷକ ଏହି ସର୍ଭେ କରିଛନ୍ତି। ଅଜିତ ପାୱାର ଶରଦ ପାୱାରଙ୍କ ସହ ଅଲଗା ହେବା ପରେ ସିନ୍ଦେ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ପଦବୀରେ ଅଛନ୍ତି। ସର୍ଭେ ଦାବି କରିଛି ଯେ, ବ୍ୟକ୍ତିଗତ ଭାବେ ୪୮ ଟି ଲୋକସଭା ନିର୍ବାଚନମଣ୍ଡଳୀ ପରିଦର୍ଶନ କରିବା ପରେ ଏହି ସଂଖ୍ୟା ସାମ୍ନାକୁ ଆସିଛି। ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପଟୋଲେ କହିଛନ୍ତି ଯେ, ‘ସବୁ ସ୍ତରରେ ବିଜେପିକୁ ଉପାଡି ଫିଙ୍ଗିବା ଆମର ଲକ୍ଷ୍ୟ’।

‘MVA ୪୦ ରୁ ୪୫ ସିଟ୍ ଜିତିବ’:

ଏହି ସର୍ଭେ ସମ୍ପର୍କରେ ନାନା ପଟୋଲେ କହିଛନ୍ତି ଯେ, ଏହା ଦର୍ଶାଉଛି ଯେ ମହାରାଷ୍ଟ୍ରରେ ବିଜେପି ବିରୋଧୀ ବାତାବରଣ ରହିଛି ଏବଂ MVA ୪୦ ରୁ ୪୫ ଟି ଆସନ ଜିତିବ। ଆମେ ସେହି ଲକ୍ଷ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛୁ ଏବଂ ଏଥିପାଇଁ ଆମେ ବିଜେପି ବିରୋଧରେ ସମସ୍ତ ରାଜନୈତିକ ଦଳ ସହିତ ହାତ ମିଳାଇବୁ’। କଂଗ୍ରେସ ମୁଖ୍ୟ କହିଛନ୍ତି ଯେ, ଏହି ସର୍ଭେ ରିପୋର୍ଟକୁ ଏମପିସିସି କୋର କମିଟି ସମ୍ମୁଖରେ ରଖାଯାଇଛି ଯେଉଁଥିରେ ଆଗାମୀ ରଣନୀତି ଏବଂ ଇଣ୍ଡିଆ ମେଣ୍ଟର ଆଗାମୀ ବୈଠକରେ ମଧ୍ୟ ଆଲୋଚନା କରାଯାଇଛି।

ଏନସିପି କଂଗ୍ରେସ ମହାରାଷ୍ଟ୍ର ଲୋକସଭା ଆସନ ଶିବସେନା
Share. Facebook Twitter LinkedIn Email WhatsApp Copy Link

Related Posts

CBI ର ବଡ଼ ଖୁଲାସା: NEET-UG ପେପର ଲିକ୍ କରିଥିଲେ NTA ବିଶେଷଜ୍ଞ

August 7, 2026

‘ଅଗ୍ନି-୪’ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

August 7, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କଲେ ନେତାନ୍ୟାହୁ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 6, 2026

ଆଞ୍ଚଳିକ ଦଳଗୁଡ଼ିକର ଚାନ୍ଦାରେ ଉଲ୍ଲେଖନୀୟ ବୃଦ୍ଧି: ସର୍ବାଧିକ ଡିଏମକେ, ଜାଣନ୍ତୁ ବିଜେଡ଼ି କୁ କେତେ?

August 6, 2026
Latest News

ଦେଶରେ ଚାଲିଛି ୩୨ ଟି ନକଲି ବିଶ୍ୱବିଦ୍ୟାଳୟ: ଛାତ୍ରଛାତ୍ରୀଙ୍କୁ ସତର୍କ କଲା UGC

August 7, 2026

ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ ସାଧୁ ଏବଂ ସନ୍ଥଙ୍କ ପ୍ରତିବାଦ: ଅଟକ ରଖିଲା ପୋଲିସ

August 7, 2026

CBI ର ବଡ଼ ଖୁଲାସା: NEET-UG ପେପର ଲିକ୍ କରିଥିଲେ NTA ବିଶେଷଜ୍ଞ

August 7, 2026

ପୂର୍ବତନ ବିଧାୟକଙ୍କ ଜ୍ଵାଇଁ ଗିରଫ

August 7, 2026

ଓଲଟିଲା ଅଟୋ : ୫ ଆହତ

August 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.