Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୋର ଦଳ ନାହିଁ କି ଖବର କାଗଜ ନାହିଁ, ଯେଉଁମାନଙ୍କୁ ଗଢିଥିଲି ସେମାନେ ମୋତେ ଫସାଇଲେ: ସୌମ୍ୟରଂଜନ ପଟ୍ଟନାୟକ
ବିଶେଷ ଖବର

ମୋର ଦଳ ନାହିଁ କି ଖବର କାଗଜ ନାହିଁ, ଯେଉଁମାନଙ୍କୁ ଗଢିଥିଲି ସେମାନେ ମୋତେ ଫସାଇଲେ: ସୌମ୍ୟରଂଜନ ପଟ୍ଟନାୟକ

January 4, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ମୋର ଦଳ ନାହିଁ କି ଖବର କାଗଜ ନାହିଁ, ଯେଉଁମାନଙ୍କୁ ଗଢିଥିଲି ସେମାନେ ମୋତେ ଫସାଇଲା: ସୌମ୍ୟରଂଜନ ପଟ୍ଟନାୟକ

ଭୁବନେଶ୍ବର: ମୋର ଦଳ ନାହିଁ କି ଖବରକାଗଜ ନାହିଁ। ତେଣୁ ନିର୍ବାଚନ କଥା କାହିଁକି ଚିନ୍ତା କରିବି। ହେଲେ ବଡ ଦୁଃଖର କଥା ଯେ, ଯେଉଁମାନଙ୍କୁ ମୁଁ ସାମ୍ବାଦିକ କରିଥିଲି ସେମାନେ ମୋ ବିରୋଧରେ ମିଛ କହିଲେ। ସେମାନେ ମୋ ବିରୋଧରେ ମିଛ ମାମଲା ଋଜୁ କଲେ। ଏହିପରି ଏକ ମନ୍ତବ୍ୟ ଦେଇଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟରଂଜ ପଟ୍ଟନାୟକ।

ତାଙ୍କର ଶଶ୍ବର ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀରେ ଯୋଗ ଦେଇ ବହୁ ଦିନ ପରେ ମିଡିଆକୁ ସେ ସାକ୍ଷାତକାର ଦେଇଛନ୍ତି। ସେଥିରେ ସେ କହିଲେ ଯେ, ମୁଁ ଭାବୁଚି ସାମ୍ବାଦିକ ତିଆରି କରି ଭୁଲ କରିଛି। ଋଣ ନେବା ଘଟଣା ନୂଆ ନ ଥିଲା। ହେଲେ ଦୀର୍ଘ ବର୍ଷ ପରେ ସେମାନେ ମୋ ବିରୋଧରେ ମାମଲା ଋଜୁ କରିବା ମୋତେ ଆଶ୍ଚର୍ଯ୍ୟ ଲାଗିଛି।

ମୋ ପାଖରେ କାମ କରିଥିବା ସାମ୍ବାଦିକଙ୍କ ଏପରି କାର୍ଯ୍ୟକଳାପ ଦେଖି ମୁଁ ସମ୍ବାଦର ସଂପାଦକ ପଦରୁ ଓହରି ଗଲି ବୋଲି କହିଛନ୍ତି ସୌମ୍ୟରଂଜନ। ତେବେ ଆସନ୍ତା ନିର୍ବାଚନରେ ସେ ଲଢେଇ କରିବେ କି ନାହିଁ ପଚରାଯିବାରୁ ସେ କହିଲେ ମୁଁ କିଛି ନିଷ୍ପତି କରି ନାହିଁ। କାରଣ ବର୍ତ୍ତମାନ ମୁଁ କୌଣସି ଦଳରେ ନାହିଁ। ଯେତେଦୂର ସମ୍ଭବ ମୁଁ ଆସନ୍ତା ନିର୍ବାଚନ ଲଢି ନ ପାରେ ବୋଲି ସେ କହିଛନ୍ତି।

SoumyaRanjanPatnaik ସୌମ୍ୟରଂଜନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ସବୁଜ ରେଳ ପରିବହନର ନୂଆ ଅଧ୍ୟାୟ: ଧୂଆଁମୁକ୍ତ ହାଇଡ୍ରୋଜେନ୍ ଶକ୍ତିରେ ଚାଲିବ ନୂଆ ଟ୍ରେନ୍

July 17, 2026

ରାଜ୍ୟର ୭ଟି ଷ୍ଟେସନ ସମେତ ଦେଶର ୭୫ ଅମୃତ ଭାରତ ଷ୍ଟେସନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

July 17, 2026

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026
Latest News

ଧନିଆ ଚାଷ କଲେ ୨୦ ହଜାର ଟଙ୍କା ଦେବେ ସରକାର: ଜାଣନ୍ତୁ ଲାଭ

July 17, 2026

ସବୁଜ ରେଳ ପରିବହନର ନୂଆ ଅଧ୍ୟାୟ: ଧୂଆଁମୁକ୍ତ ହାଇଡ୍ରୋଜେନ୍ ଶକ୍ତିରେ ଚାଲିବ ନୂଆ ଟ୍ରେନ୍

July 17, 2026

ରାଜ୍ୟର ୭ଟି ଷ୍ଟେସନ ସମେତ ଦେଶର ୭୫ ଅମୃତ ଭାରତ ଷ୍ଟେସନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

July 17, 2026

ତୃତୀୟ ଦିନିକିଆ ପରେ ଅବସର ନେବେ ରୋହିତ ଶର୍ମା?: ଜାଣନ୍ତୁ ବିସିସିଆଇର ଯୋଜନା

July 17, 2026

ଇତିହାସ ରଚିଲା ଦିଲ୍ଲୀ ଏମ୍ସ!: ୪ ମାସର ଶିଶୁ ଉପରେ ବିଶ୍ୱର ସବୁଠାରୁ ବିରଳ ଅସ୍ତ୍ରୋପଚାର ସଫଳ

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.