Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରିବ ରାଜ୍ୟ କଂଗ୍ରେସ, ନିଯୁକ୍ତି ହେଲେ ପର୍ଯ୍ୟବେକ୍ଷକ, ଜାଣନ୍ତୁ କେଉଁ ଜିଲ୍ଲରୁ କିଏ
ବିଶେଷ ଖବର

ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରିବ ରାଜ୍ୟ କଂଗ୍ରେସ, ନିଯୁକ୍ତି ହେଲେ ପର୍ଯ୍ୟବେକ୍ଷକ, ଜାଣନ୍ତୁ କେଉଁ ଜିଲ୍ଲରୁ କିଏ

March 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
congress
ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରିବ ରାଜ୍ୟ କଂଗ୍ରେସ, ନିଯୁକ୍ତି ହେଲେ ପର୍ଯ୍ୟବେକ୍ଷକ, ଜାଣନ୍ତୁ କେଉଁ ଜିଲ୍ଲରୁ କିଏ

ଭୁବନେଶ୍ବର: ରାଜ୍ୟରେ ବିଜେପି ଶାସନ କ୍ଷମତାକୁ ଆସିବା ପରେ ଶାସନକଳ ସଂପୂର୍ଣ୍ଣ ବିଗିଡ଼ି ଯାଇଛି। ରାଜ୍ୟରେ ନାରୀ ହତ୍ୟା, ଧର୍ଷଣ ଓ ନିର୍ଯ୍ୟାତନା ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି, ଯାହାକି ଅତ୍ୟନ୍ତ ଉଦ୍‌ବେଗର ବିଷୟ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି। ଏହାର ପ୍ରତିବାଦରେ କଂଗ୍ରେସ ଦଳପକ୍ଷରୁ ଆଗାମୀ ୧୦ ତାରିଖ ସୋମ‌ବାର ଦିନ ୧୧ ଟା ସମୟରେ ଓଡ଼ିଶାର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ପ୍ରତ୍ୟେକ ଜିଲ୍ଲା ନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛନ୍ତି । ଉକ୍ତ ପର୍ଯ୍ୟବେକ୍ଷକମାନେ ଖୁବଶୀଘ୍ର ନିଜ ଦାୟିତ୍ୱରେ ଥ‌ିବା ଜିଲ୍ଲାକୁ ଗସ୍ତ କରିବେ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରିବେ । କାର୍ଯ୍ୟକ୍ରମ ପରେ ଓଡ଼ିଶାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସଂପୃକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ।

ଜିଲ୍ଲା ପାଇଁ ଯେଉଁ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ସେମାନେ ହେଲ

ଅନୁଗୁଳ- ଶ୍ରୀ ଲଲାଟେନ୍ଦୁ ଦାସ

ବାଲେଶ୍ଵର-ସନ୍ତୋଷ ସିଂ ସାଲୁଜା

ବରଗଡ଼- ଚିନ୍ମୟ ପ୍ରସାଦ ବେହୁରା

ଭଦ୍ରକ-ସତ୍ୟଶିବ ଦାସ

ଭୁବନେଶ୍ୱର-ନବଜ୍ୟୋତି ପଟ୍ଟନାୟକ

ବଲାଙ୍ଗୀର-ସୁଜିତ ପାଢ଼ୀ

ବୌଦ୍ଧ- ସଂଗ୍ରାମ କେଶରୀ ମହାନ୍ତି

କଟକ- ମନୋଜ ଜେନା

କଟକସିଟି- କିଶୋର ଜେନା

ଦେଓଗଡ଼-ବିଜୟାନନ୍ଦ ଚାଉଳିଆ

ଢ଼େଙ୍କାନାଳ-ଅଭିଳାଷ ମାଣିଆ

ଗଞ୍ଜାମ (ଇଷ୍ଟ)-ନକୁଳ ନାୟକ

ଗଞ୍ଜାମ (ୱେଷ୍ଟ)-ବିଜୟ କୁମାର ପ୍ରଧାନ

ଗଜପତି-ଦୁର୍ଗା ପଣ୍ଡା

ଜଗତସିଂହପୁର-ସନତ ଦାସ

ଯାଜପୁର-ଦେବାଶିଷ ପଟ୍ଟନାୟକ

ଝାରସୁଗୁଡ଼ା-ସିଦ୍ଧାଥ ସ୍ବରୂପ ଦାଶ

କଳାହାଣ୍ଡି-ମନୋରଞ୍ଜନ ତ୍ରିପାଠୀ

କନ୍ଧମାଳ-ଡ. ଲଲାଟେନ୍ଦୁ ମହାପାତ୍ର

କେନ୍ଦ୍ରାପଡ଼ା- ସଂଗ୍ରାମ ମିଶ୍ର

କେନ୍ଦୁଝର-ଶିବାନନ୍ଦ ରାୟ

ଖୋର୍ଦ୍ଧା-ଜୟଶ୍ରୀ ପାତ୍ର

କୋରାପୁଟ-ଅଜିତ ଦାସ

ମୟୁରଭଞ୍ଜ (ଇଷ୍ଟ)- ସୁଦର୍ଶନ ଦାସ

ମୟୁରଭଞ୍ଜ (ୱେଷ୍ଟ )- କୁମାର ଚିରଞ୍ଜିବ

ମାଲକାନଗିରି- ପ୍ରଦୀପ୍ତ କୁମାର ଦାସ

ନବରଙ୍ଗପୁର-ବଳଭଦ୍ର ମାଝୀ

ନୂଆପଡ଼ା- ମୁରଲୀଧର ନାୟକ

ନୟାଗଡ଼- ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର

ପୁରୀ-ବିଭୂତି ମିଶ୍ର

ରାୟଗଡ଼ା-ଦ୍ରୌପଦୀ ମାଝୀ

ରାଉରକେଲା- ମିଲନ ପଟ୍ଟନାୟକ

ସମ୍ବଲପୁର- ହମିଦ ହୁସେନ

ସୁବର୍ଣ୍ଣପୁର- ଗଣେଶ ସାହୁ

ସୁନ୍ଦରଗଡ଼ ଜିଲ୍ଲା ପାଇଁ କୃଷ୍ଣଚନ୍ଦ୍ର ଶଗରିଆ

ନିଯୁକ୍ତି ହୋଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

Congress କଂଗ୍ରେସ କଂଗ୍ରେସ ଆନ୍ଦୋଳନ ପ୍ରଦେଶ କଂଗ୍ରେସ ଭକ୍ତ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ଢେଙ୍କାନାଳ ଆଦିବାସୀ ଯୁବତୀଙ୍କୁ ଚାଲାଣ ମାମଲା: ତଦନ୍ତ ଆରମ୍ଭ କଲା ଜାତୀୟ ମାନବାଧିକାର କମିଶନ

June 4, 2026

ସିବିଆଇ ଜାଲରେ ଆୟକର ଅଧିକାରୀ

June 3, 2026

ହୀରାକୁଦରେ ଛୁରାମାଡ଼ : ଜଣେ ଗୁରୁତର

June 3, 2026

ସମ୍ପତ୍ତି ବିବାଦ : ଦୁଇ ଭାଇ, ଭାଉଜଙ୍କୁ ଭୁଜାଲି ମାଡ଼

June 3, 2026
Latest News

ଢେଙ୍କାନାଳ ଆଦିବାସୀ ଯୁବତୀଙ୍କୁ ଚାଲାଣ ମାମଲା: ତଦନ୍ତ ଆରମ୍ଭ କଲା ଜାତୀୟ ମାନବାଧିକାର କମିଶନ

June 4, 2026

ଟି-୨୦ ଅଧିନାୟକ ପଦରୁ ହଟିଲେ ସୂର୍ଯ୍ୟକୁମାର ଯାଦବ!

June 4, 2026

ଆଜି ଜୁନ ୪ ତାରିଖ ଗୁରୁବାର, କଣ ରହିଛି ଆପଣଙ୍କ ରାଶିରେ ଜାଣି ନିଅନ୍ତୁ

June 4, 2026

ମାଲବ୍ୟ ନଗର ଅଗ୍ନିକାଣ୍ଡ ଘଟଣା: ହୋଟେଲ ମାଲିକ ଲାଭକେଶ ବଜାଜ ଗିରଫ

June 3, 2026

ସିବିଆଇ ଜାଲରେ ଆୟକର ଅଧିକାରୀ

June 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.