Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର» ଓଡିଶା ଗସ୍ତରେ ବିଶ୍ୱ ବ୍ୟାଙ୍କ ଗ୍ରୁପ ଅଧ୍ୟକ୍ଷ: ମୁଖ୍ୟମନ୍ତ୍ରୀଙ୍କ ସହ ବିକାଶ ସମ୍ପର୍କିତ ନୀତି ସମ୍ପର୍କରେ ହେଲା ଆଲୋଚନା
ବିଶେଷ ଖବର

 ଓଡିଶା ଗସ୍ତରେ ବିଶ୍ୱ ବ୍ୟାଙ୍କ ଗ୍ରୁପ ଅଧ୍ୟକ୍ଷ: ମୁଖ୍ୟମନ୍ତ୍ରୀଙ୍କ ସହ ବିକାଶ ସମ୍ପର୍କିତ ନୀତି ସମ୍ପର୍କରେ ହେଲା ଆଲୋଚନା

January 30, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Ajay Banga visits Odisha, holds discussions with Chief Minister Mohan Charan Majhi
Ajay Banga visits Odisha, holds discussions with Chief Minister Mohan Charan Majhi

ଭୁବନେଶ୍ଵର: ବିଶ୍ୱ ବ୍ୟାଙ୍କ ଗ୍ରୁପ ଅଧ୍ୟକ୍ଷ ଅଜୟ ବାଙ୍ଗା ଓଡିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ବୈଠକରେ ଉଭୟ ରାଜ୍ୟର ବିକାଶ ସମ୍ପର୍କିତ ନୀତି ଗୁଡିକ ବିଷୟରେ ଆଲୋଚନା ହୋଇଛି। ଏହା ସହ ରାଜ୍ୟ ଓ ବିଶ୍ୱବ୍ୟାଙ୍କ ମଧ୍ୟରେ ସହଭାଗୀତା ବୃଦ୍ଧି ନେଇ ଆଲୋଚନା ହୋଇଛି। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ. ସିଂହ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ବିଶ୍ୱ ବ୍ୟାଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସେ ମଧ୍ୟ ଭୁବନେଶ୍ୱରସ୍ଥିତ ସିଟିଟିସି ତାଲିମ କେନ୍ଦ୍ର ପରିଦର୍ଶନ କରିଛନ୍ତି।

ଏହି ଅବସରରେ ସେ ଭାରତ-ୟୁରୋପ ବାଣିଜ୍ୟ ରାଜିନାମା ପ୍ରସଙ୍ଗରେ ମତ ରଖିଛନ୍ତି। ବାଙ୍ଗା କହିଛନ୍ତି, ଏହି ରାଜିନାମା ଦ୍ୱାରା ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ବ୍ୟାପକ ସୁଯୋଗ ସୃଷ୍ଟିହେବ। ସେ ଭାରତର ଅସାଧାରଣ ବିକାଶ ହାରକୁ ପ୍ରଶଂସା କରିଛନ୍ତି। ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଭାରତ ପାଖରେ ଯଥେଷ୍ଟ ପ୍ରତିଭା ଏବଂ ଦକ୍ଷତା ରହିଛି। ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଅଭୂତପୂର୍ବ ଭିତ୍ତିଭୂମି ବିକାଶ ହୋଇଥିବା ସେ କହିଛନ୍ତି।

Ajay Banga mohan charan majhi
Share. Facebook Twitter LinkedIn Email WhatsApp Copy Link

Related Posts

ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର

June 18, 2026

ଘର ଗ୍ରିଲ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସହିତ ସୁନା ରୁପା ଅଳଙ୍କାର ଲୁଟ

June 18, 2026

ବାଲୁଗାଁ: ୧୦ ଜୁଆଡ଼ି ଗିରଫ

June 18, 2026

ଜାତୀୟ ରାଜପଥରେ ଦୁଇ ପୃଥକ ସଡ଼କ ଦୁର୍ଘଟଣା; ଦୁଇ ଜଣଙ୍କ ମୃତ୍ୟୁ

June 18, 2026
Latest News

ଭାରତରେ ଶସ୍ତା ହେବ କି ଡିଜେଲ ଏବଂ ପେଟ୍ରୋଲ?: ବିବୃତ୍ତି ଜାରି କଲେ ଭାରତ ସରକାର

June 18, 2026

କାହିଁକି ବିଭାଜିତ ହେଲା ଶିବସେନା ୟୁବିଟି?: ଜଣାପଡିଲା କାରଣ

June 18, 2026

ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର

June 18, 2026

ଘର ଗ୍ରିଲ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସହିତ ସୁନା ରୁପା ଅଳଙ୍କାର ଲୁଟ

June 18, 2026

ବାଲୁଗାଁ: ୧୦ ଜୁଆଡ଼ି ଗିରଫ

June 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.