Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ଅଭିନେତ୍ରୀ ରୀୟା ଚକ୍ରବର୍ତ୍ତି ଏବଂ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଧୂମପାନ ଭିଡିଓ ହେଉଛି ଭାଇରାଲ
ଜୀବନ ଶୈଳୀ

ଅଭିନେତ୍ରୀ ରୀୟା ଚକ୍ରବର୍ତ୍ତି ଏବଂ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଧୂମପାନ ଭିଡିଓ ହେଉଛି ଭାଇରାଲ

September 12, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅଭିନେତ୍ରୀ ରିୟା ଚକ୍ରବର୍ତ୍ତି ଏବଂ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଧୂମପାନ ଭିଡିଓ ହେଉଛି ଭାଇରାଲ

ମୁମ୍ବାଇ, ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ରୀୟା ଚକ୍ରବର୍ତ୍ତୀଙ୍କ ସହିତ ଏକ ଭିଡିଓ ବର୍ତ୍ତମାନ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରିୟା ଏବଂ ସୁଶାନ୍ତ ଉଭୟ ଧୂମପାନ କରୁଥିବା ଦେଖାଯାଇଛି । ଭିଡିଓରେ ଦେଖାଯାଉଛି ଯେ ସୁଶାନ୍ତ ଘନିଷ୍ଠ ବନ୍ଧୁମାନଙ୍କ ସହ ନିଜ ଘରେ ଆରାମ କରୁଛନ୍ତି। ସେ ଧୂମପାନ କରି ଏକ ଭକ୍ତି ଗୀତ ଗାଉଛନ୍ତି। ସେହି ପାଖରେ ବସି  ରୀୟା ମଧ୍ୟ ଧୂମପାନ କରୁଥିବା ଦେଖିବାକୁ ମିଳିଛି।

ପାଖରେ ବସିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ସୁଶାନ୍ତଙ୍କୁ ପଚାରନ୍ତି: “ଏହା ଚରସ୍ କି ?” ଏହାର ଉତ୍ତରେ ସୁଶାନ୍ତ ହସିହସି ମଜାରେ କହୁଛନ୍ତି ଯେ ଏହା ହେଉଛି VFX, ଅର୍ଥାତ ଚଳଚିତ୍ର ଭିଜୁଆଲରେ ସ୍ୱତନ୍ତ୍ର ଇଫେକ୍ଟ ଦେବା ପାଇଁ ଯେଉଁ ଟେକ୍ନୋଲୋଜି ବ୍ୟବହାର କରାଯାଏ। ତେବେ ଏହାର ଜବାବରେ ରୀୟା କହିଛନ୍ତି ଯେ ଏହା ହେଉଛି ଏକ ରୋଲଡ୍ ସିଗାରେଟ୍।

ଭିଡିଓ ପ୍ରସ୍ତୁତ କରୁଥିବା ବ୍ୟକ୍ତି କହିଛନ୍ତି ଯେ ଏହା ହେଉଛି ହର୍ବାଲ୍ ଷ୍ଟିକ୍। ଏହା ପରେ ସୁଶାନ୍ତ ପୁଣି ଥଟ୍ଟାରେ କହିଛନ୍ତି ନା ନା ଏହା VFX । ଭିଡିଓରେ ରୀୟା କହିଛନ୍ତି ଯେ ମୁଁ ତୁମକୁ ଭଲ ପାଏ। ସୁଶାନ୍ତ ଉତ୍ତର ଦିଅନ୍ତି: “ମୁଁ ଆଶା କରେ”

ଇଣ୍ଡିଆ ଡଟ୍ କମ୍ ରିପୋର୍ଟ ଅନୁଯାୟୀ ଜୀ ନ୍ୟୁଜ୍ ପ୍ରସାରଣ କରିଥିବା ଏହି ଭିଡିଓରେ ସୁଶାନ୍ତ ଏକ ଭକ୍ତି ଗୀତ ଗାଉଛନ୍ତି ଏବଂ ସେ ମଦ୍ୟପାନ କରୁ ନିଶାସକ୍ତ ଥିବା ଜଣାପଡିଛି। ଏହି ଭିଡିଓରେ ତାଙ୍କର ଫ୍ଲାଟମେଟ ସାମୁଏଲ ହାକିପ ଗିଟାର ବଜାଉଥିବା ଏବଂ ସିଦ୍ଧାର୍ଥ ପିଥାନି ମଧ୍ୟ ବସିଥିବାର ଜଣାପଡିଛି। ଏହି ଭିଡିଓ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି।

ରିୟା ଚକ୍ରବର୍ତ୍ତି ସୁଶାନ୍ତ ସିଂ ରାଜପୁତ
Share. Facebook Twitter LinkedIn Email WhatsApp Copy Link

Related Posts

୧ କୋଟି ୩ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିଲା ସୁଭଦ୍ରା ଟଙ୍କା: ପଞ୍ଚମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

August 28, 2026

ଯଦି ଏବେ ନିର୍ବାଚନ ହୁଏ…,କିଏ ପିନ୍ଧିବ ମୁକୁଟ?: ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ସର୍ଭେ

August 28, 2026

ସୋନିଆ ଗାନ୍ଧୀଙ୍କ ପୁସ୍ତକ ପ୍ରକାଶ କରିବାକୁ ମନା କଲା ପେଙ୍ଗୁଇନ୍: ଜାଣନ୍ତୁ କାରଣ

August 28, 2026

ଦଶମ ପଢିଛନ୍ତି କି?: ଲିଖିତ ପରୀକ୍ଷା ବିନା ଡାକ ବିଭାଗରେ ହେବ ୨୫,୦୦୦ ରୁ ଅଧିକ ନିଯୁକ୍ତି

August 28, 2026
Latest News

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026

ଖୋରଧା ବ୍ଲକ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.