ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ରାତ୍ରିଭୋଜନରେ ଗୁଳିକାଣ୍ଡ। ହୋଟେଲରେ 4ରୁ 6 ରାଉଣ୍ଡ ଫୁଟିଲା ଗୁଳି। ଏଇ ଘଟଣାରେ 30 ବର୍ଷୀୟ କଲିଫୋର୍ନିଆ ଯୁବକକୁ ସୁରକ୍ଷାକର୍ମୀ କାବୁ କରିନେଇଇଛନ୍ତି। ସନ୍ଦିଗଧ ଯୁବକଠାରୁ ଅସ୍ତ୍ରଶସ୍ତ୍ର ମିଳିଛି। ସୁରକ୍ଷା କର୍ମୀ ମାନେ ସୁରକ୍ଷିତ ଭାବେ ଟ୍ରମ୍ପଙ୍କୁ ବାହାର କରିନେଇଥିଲେ। ଅପରପକ୍ଷେ ହୋଟେଲ ବାହାରେ ଲୋକମାନେ ନୋ ୱାର କହି ସ୍ଲୋଗାନ ଦେଉଥିବାର ଦେଖାଯାଇଛି।


