Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରବୀନାଙ୍କ ପୋଷ୍ଟରେ କମେଣ୍ଟ କରି ୟଶ୍‌ କହିଲେ, ଚିଜ୍‌ ବଡି ହୈ ମସ୍ତ ମସ୍ତ’
ଆଜିର ଖବର

ରବୀନାଙ୍କ ପୋଷ୍ଟରେ କମେଣ୍ଟ କରି ୟଶ୍‌ କହିଲେ, ଚିଜ୍‌ ବଡି ହୈ ମସ୍ତ ମସ୍ତ’

February 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ବଲିଉଡ୍‌ ମସ୍ତ ମସ୍ତ ଗାର୍ଲ ରବୀନା ଟଣ୍ଡନ୍‌ ଅପକମିଙ୍ଗ ଫିଲ୍ମ ‘କେଜିଏଫ୍‌2’କୁ ନେଇ ବେଶ୍‌ ଉତ୍ସାହିତ ରହିଛନ୍ତି । କେଜିଏଫ୍‌-2ରେ ରବୀନା ଟଣ୍ଡନ୍‌ କନ୍ନଡ ଅଭିନେତା ୟଶ୍‌ଙ୍କ ସହ ନଜର ଆସିବେ । ଫିଲ୍ମରେ ରବୀନା ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବେ । ନିକଟରେ ରବୀନା ଟଣ୍ଡନ୍‌ରେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଏହି ଭିଡିଓରେ ରବୀନା ଓ ୟଶ୍‌ଙ୍କୁ ଲୁକ୍‌ ଦେଖିବାକୁ ମିଳିଛି । ଏହି ଭିଡିଓ ସେୟାର କରି ରବୀନା ଲେଖିଛନ୍ତି ଯେ, ଯେବେ କାହାର ନଜର ବି ଜୀବନ ନେଇପାରେ…’ ରକି ଭାଇ ପାଇଁ ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇସାରିଛି ।’ ରବୀନାଙ୍କ ଏହି ପୋଷ୍ଟରେ କମେଣ୍ଟ ଦେଇ ୟଶ୍‌ ଲେଖିଛନ୍ତି ଯେ, ‘ୟେ ଓ୍ବାରେଣ୍ଟ ଚିଜ୍‌ ବଡି ମସ୍ତ ମସ୍ତ । ରବୀନା ଓ ୟଶ୍‌ଙ୍କ ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି । ରବୀନାଙ୍କ କେଜିଏଫ୍‌2ରେ ସାମିଲ୍‌କୁ ନେଇ ବେଶ୍‌ ଉତ୍ସାହିତ ରହିଛନ୍ତି ୟଶ୍‌। ଏହି ଫିଲ୍ମରେ ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ପ୍ରଶାନ୍ତ ନୀଲ୍‌ଙ୍କ ନିର୍ଦ୍ଦେଶିତ କେଜିଏଫ୍‌-2’ ଚଳିତ ବର୍ଷ ଜୁଲାଇରେ ପରଦା ଉପରକୁ ଆସିବ। (ଏଜେନ୍ସି)

yash
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ଷ୍ଟେସନରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ: ବାତିଲ ହେଲା ଏହି ଟ୍ରେନ

June 18, 2026

କଂଗ୍ରେସକୁ ବଡ଼ ଝଟକା: ଝାଡ଼ଖଣ୍ଡ ରାଜ୍ୟସଭା ନିର୍ବାଚନରେ ​​ବିଜୟୀ ହେଲେ ପରିମଳ ନାଥୱାନୀ

June 18, 2026

ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲା ସ୍ତରୀୟ ଆଲୋଚନା ଭିତ୍ତିକ ଅଭ୍ୟାସ

June 18, 2026

କର୍ଣ୍ଣାଟକରେ ବିଜେପି ସହିତ ଖେଳ!: ଏମଏଲସି ନିର୍ବାଚନରେ ​​କ୍ରସ୍ ଭୋଟିଂର ଆଶଙ୍କା

June 18, 2026
Latest News

ପୁରୀ ଷ୍ଟେସନରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ: ବାତିଲ ହେଲା ଏହି ଟ୍ରେନ

June 18, 2026

ଭାରତ ପାଇଁ ଖୁସି ଖବର: ହରମୁଜ୍ ଛାଡ଼ିଲା ୪୦ ଟି ଏଲପିଜି ଟ୍ୟାଙ୍କର

June 18, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ, ୧୨୮ ଜଣ ଡାକ୍ତରଙ୍କ ଉପରେ ନେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

June 18, 2026

କଂଗ୍ରେସକୁ ବଡ଼ ଝଟକା: ଝାଡ଼ଖଣ୍ଡ ରାଜ୍ୟସଭା ନିର୍ବାଚନରେ ​​ବିଜୟୀ ହେଲେ ପରିମଳ ନାଥୱାନୀ

June 18, 2026

ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲା ସ୍ତରୀୟ ଆଲୋଚନା ଭିତ୍ତିକ ଅଭ୍ୟାସ

June 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.