Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କମଲ୍‌ ହାସନ୍‌ଙ୍କ ଫିଲ୍ମ ସେଟ୍‌ରେ ଭୟାନକ ଦୁର୍ଘଟଣା : ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କ ସମେତ ତିନି ମୃତ
ଆଜିର ଖବର

କମଲ୍‌ ହାସନ୍‌ଙ୍କ ଫିଲ୍ମ ସେଟ୍‌ରେ ଭୟାନକ ଦୁର୍ଘଟଣା : ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କ ସମେତ ତିନି ମୃତ

February 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚେନ୍ନାଇ : ସୁପରଷ୍ଟାର୍‌ କମଲ ହାସନଙ୍କ ଫିଲ୍ମ ସେଟ୍‌ରେ ଏକ ବଡଧରଣର ଦୁର୍ଘଟଣା ଘଟିଯାଇଛି । ଚେନ୍ନାଇର ଇବିପି ଷ୍ଟୁଡିଓରେ କ୍ରେନ୍‌ କ୍ରାସ୍‌ ହେବା ପରେ ତିନିଜଣଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଏହି ଦୁର୍ଘଟଣାରେ 10ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଫିଲ୍ମର ଆସିଷ୍ଟାଣ୍ଟ ଡାଇରେକ୍ଟର କୃଷ୍ଣା ମଧ୍ୟ ରହିଛନ୍ତି । ତିନି ମୃତକଙ୍କ ବୟସ ଯଥାକ୍ରମେ 29, 60 ଓ 34 ବର୍ଷ ବୋଲି ଜଣାପଡିଛି । ଫିଲ୍ମ ‘ଇଣ୍ଡିଆନ୍‌2’ର ଶୁଟିଂ ଅବସରରେ ଏହି ଭୟାନକ ଦୁର୍ଘଟଣା ଘଟିଯାଇଛି । ଗତକାଲି ରାତି 9.30ରେ ଏହି ଦୁର୍ଘଟଣା ହୋଇଥିବାବେଳେ ଆହତଙ୍କୁ ହସ୍ପିଟାଲ୍‌ ଯାଇ ଭେଟିଛନ୍ତି କମଲ ହାସନ୍‌ ।

ଏସ୍‌ ଜୟଶଙ୍କରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ନିକଟରେ ପୋଷ୍ଟର ରିଲିଜ୍‌ ହୋଇଥିଲା । 1996 ମସିହାରେ ଆସିଥିବା କମଲ ହାସନ୍‌ଙ୍କ ଫିଲ୍ମର ସ୍ବିକେଲ୍‌ ଅଟେ । ଏ କମଲ ହାସଲ୍‌ ବୃଦ୍ଧ ଭୂମିକାରେ ଏହି ଫିଲ୍ମରେ ନଜର ଆସୁଥିବାବେଳେ ତାଙ୍କ ସହିତ ସିଦ୍ଧାର୍ଥ ଓ କାଜଲ ଅଗ୍ରଓ୍ବାଲ ପ୍ରମୁଖ ନଜର ଆସିବେ । ଏହି ଫିଲ୍ମଟି କମଲ୍‌ଙ୍କ ଶେଷ ଫିଲ୍ମ ହେବ ବୋଲି ମଧ୍ୟ ସୂଚନା ରହିଛି । ଏକ ସାକ୍ଷାତକାରରେ କମଲ ହାସନ୍‌ ଫିଲ୍ମ ଦୁନିଆକୁ ଅଲ୍‌ବିଦା କହିବେ ବୋଲି ପୂର୍ବରୁ ସୂଚନା ଦେଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଚୂଡ଼ାନ୍ତ ହେଲା ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ!: ଚିରାଗ ପାସୱାନଙ୍କ ବଡ଼ ଖୁଲାସା 

March 23, 2026

ଜିଓ ଏବଂ ଏୟାରଟେଲ୍ କମ୍ପାନୀର ବଢିବ ଚିନ୍ତା: ମିଶିବାକୁ ଯାଉଛନ୍ତି ଏହି ଦୁଇ କମ୍ପାନୀ

March 23, 2026

ପାକିସ୍ତାନରେ ଆକାଶଛୁଆଁ ପେଟ୍ରୋଲ ଓ ଗ୍ୟାସର ମୂଲ୍ୟ: ଜାଣନ୍ତୁ ଭାରତଠାରୁ କେତେ ପାର୍ଥକ୍ୟ?

March 23, 2026

IPL ପାଇଁ PSL ଛାଡିଥିବା ଖେଳାଳିମାନଙ୍କ ବିରୁଦ୍ଧରେ PCB କଠୋର: କାର୍ଯ୍ୟାନୁଷ୍ଠାନ ଚେତାବନୀ

March 23, 2026
Latest News

ଚୂଡ଼ାନ୍ତ ହେଲା ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ!: ଚିରାଗ ପାସୱାନଙ୍କ ବଡ଼ ଖୁଲାସା 

March 23, 2026

ଜିଓ ଏବଂ ଏୟାରଟେଲ୍ କମ୍ପାନୀର ବଢିବ ଚିନ୍ତା: ମିଶିବାକୁ ଯାଉଛନ୍ତି ଏହି ଦୁଇ କମ୍ପାନୀ

March 23, 2026

ପାକିସ୍ତାନରେ ଆକାଶଛୁଆଁ ପେଟ୍ରୋଲ ଓ ଗ୍ୟାସର ମୂଲ୍ୟ: ଜାଣନ୍ତୁ ଭାରତଠାରୁ କେତେ ପାର୍ଥକ୍ୟ?

March 23, 2026

IPL ପାଇଁ PSL ଛାଡିଥିବା ଖେଳାଳିମାନଙ୍କ ବିରୁଦ୍ଧରେ PCB କଠୋର: କାର୍ଯ୍ୟାନୁଷ୍ଠାନ ଚେତାବନୀ

March 23, 2026

କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.