Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରିଲାଏନ୍ସ ଜୁଏଲ୍ସ ଭାଲେଂଟାଇନ୍ ଡେ ୨୦୨୪ ନୂତନ କଲେକ୍ସନର ଶୁଭାରମ୍ଭ
ଜାତୀୟ ଖବର

ରିଲାଏନ୍ସ ଜୁଏଲ୍ସ ଭାଲେଂଟାଇନ୍ ଡେ ୨୦୨୪ ନୂତନ କଲେକ୍ସନର ଶୁଭାରମ୍ଭ

February 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରିଲାଏନ୍ସ ଜୁଏଲ୍ସ ଭାଲେଂଟାଇନ୍ ଡେ ୨୦୨୪ ନୂତନ କଲେକ୍ସନର ଶୁଭାରମ୍ଭ

ମୁମ୍ବାଇ: ଭାଲେନ୍ଟାଇନ୍ ଦିବସ ଅବସରରେ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଓ ବିଶ୍ୱସ୍ତ ଗହଣା ବ୍ରାଣ୍ଡ ରିଲାଏନ୍ସ ଜୁଏଲ୍ସ ଏକ ସ୍ୱତନ୍ତ୍ର କଲେକ୍ସନର ଶୁଭାରମ୍ଭ କରିଛି । ଏହି ଅବସରରେ ସମଗ୍ର ବିଶ୍ୱରେ ସାଥୀଙ୍କ ସହିତ ଉତ୍ସବ ପାଳନ କରାଯାଏ ।

ଭାଲେଂଟାଇନ୍ ଦିବସର ପ୍ରକୃତ ଭାବନାକୁ ପାଳନ କରି ରିଲାଏନ୍ସ ଜୁଏଲ୍ସ ୧୪ କ୍ୟାରେଟ୍ ୟେଲୋ ଗୋଲ୍ଡ, ରୋଜ୍ ଗୋଲ୍ଡ ଓ ହୀରାରେ ନିର୍ମିତ ଚମତ୍କାର ଭାବରେ ପ୍ରସ୍ତୁତ ମୁଦି, କପଲ ବ୍ୟାଣ୍ଡ ଓ ପେଂଡେଟର ଏକ ସ୍ୱତନ୍ତ୍ର କଲେକ୍ସନ ଶୁଭାରମ୍ଭ କରିଛି, ଯାହା ଦମ୍ପତିଙ୍କ ମଧ୍ୟରେ ପ୍ରେମର ନିରନ୍ତର ସ୍ମରଣ କରାଇଥାଏ । ଏହି କଳେକ୍ସନରେ ରିଲାଏନ୍ସ ଜୁଏଲ୍ସର ଭିନ୍ନ ଭିନ୍ନ ଡିଜାଇନ୍ ଦୈନନ୍ଦିନ ଲୁକକୁ ଉନ୍ନତ କରିବା ପାଇଁ ଷ୍ଟାଇଲ ଓ ଆରାମକୁ ପ୍ରତିଫଳିତ କରିଥାଏ।

ଜଣେ ନାରୀଙ୍କ ଯାତ୍ରା ପଥରେ ଉଜ୍ଜ୍ୱଳତା ଓ ସୌନ୍ଦର୍ଯ୍ୟର ଭାବନାକୁ ଗ୍ରହଣ କରିବା ପାଇଁ ଏହି କଲେକ୍ସନଟି ଅତ୍ୟନ୍ତ ଯତ୍ନର ସହିତ ପ୍ରସ୍ତୁତ କରାଯାଇଛି, ଯାହା ଦ୍ୱାରା ବିଭିନ୍ନ ବର୍ଗର ମହିଳାଙ୍କ କଠିନ ପରିଶ୍ରମକୁ ସମ୍ମାନ ପ୍ରଦାନ କରାଯାଇଛି । ସାହସିକ ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଓ ଜଟିଳ ଭାବରେ ଡିଜାଇନ୍ କରାଯାଇଥିବା ପିସ୍ ଗୁଡ଼ିକ, ମହିଳାମାନେ ସେମାନଙ୍କ ସାଥୀଙ୍କ ପାଇଁ ଶକ୍ତିଶାଳୀ ହେବାର ଏକ ନୂତନ ଦୃଷ୍ଟିକୋଣ ସହିତ ସମ୍ପର୍କର ଦୃଢ଼ତାକୁ ପ୍ରତିଫଳିତ କରେ । ରିଲାଏନ୍ସ ଜୁଏଲ୍ସର ନୂତନ କ୍ୟାମ୍ପେନ #ମାଇଁଷ୍ଟ୍ରଙ୍ଗରହାଫ୍ ସହିତ ଏହି ସଂଗ୍ରହ ସଂଯୁକ୍ତ, ଯେଉଁଠାରେ ଜୀବନର ସମସ୍ତ ଉତଥାନ- ପତନରେ ପୁରୁଷମାନଙ୍କୁ ଉତ୍ସାହିତ ଓ ସମର୍ଥନ କରିବା ସହିତ ମହିଳାମାନେ ଜୀବନର ଯାତ୍ରାକୁ ଉପଭୋଗ କରିପାରିବେ ।

ଭାଲେଂଟାଇନ୍ସ ଦିବସ ସବୁବେଳେ ପ୍ରକୃତ ପ୍ରେମ ସାରର ପ୍ରତୀକ । ଏହା ଦମ୍ପତିଙ୍କ ମଧ୍ୟରେ ଥିବା ବନ୍ଧନ, ପରସ୍ପର ପ୍ରତି ସେମାନଙ୍କ ଭଲ ପାଇବା ଓ ପ୍ରଶଂସାକୁ ପ୍ରତିନିଧିତ୍ୱ କରେ । ରିଲାଏନ୍ସ ଜୁଏଲ୍ସ ଆଜିର ଦୁନିଆଁରେ ଏକାଧିକ ଭୂମିକା ନିର୍ବାହ କରୁଥିବା ମହିଳାଙ୍କ ଶକ୍ତି ଏବଂ ଉପଲବ୍ଧିକୁ ଅତ୍ୟନ୍ତ ଦୃଢ଼ତାର ସହିତ ଉପସ୍ଥାପନ କରିବା ପାଇଁ ଏହି ସଂଗ୍ରହ ଆରମ୍ଭ କରିଛି ।

ରିଲାଏନ୍ସ ଜୁଏଲ୍ସ ଗ୍ରାହକମାନଙ୍କୁ ଅନଲାଇନ୍ ଓ ବଛା ବଛା ଷ୍ଟୋରରେ ସୁନ୍ଦର କଲେକ୍ସନକୁ ଉପଭୋଗ କରିବା ପାଇଁ ଆମନ୍ତ୍ରିତ କରୁଛି ।

ରିଲାଏନ୍ସ ଜୁଏଲ୍ସ ସମ୍ବନ୍ଧରେ :

ରିଲାଏନ୍‌ସ ଜୁଏଲ୍‌ସ ହେଉଛି ରିଲାଏନ୍‌ସ ରିଟେଲ୍ ଲିମିଟେଡ୍ ର ଏକ ଅଂଶ ଯାହାକି ଭାରତର ଏକ ଅଗ୍ରଣୀ ରିଟେଲର । ଏହାର ୪୦୦+ ଫ୍ଲାଗସିପ୍ ସୋରୁମ୍ ଓ ସପ୍‌-ଇନ-ସପ୍ ସାରା ଭାରତର ୨୦୦+ ସହରରେ ରହିଛି । ଏହି ବ୍ରାଣ୍ଡରେ ଅନେକ ଡିଜାଇନର ସୁନା, ହୀରା ଓ ରୂପା ଗହଣାର କଲେକ୍‌ସନ ରହିଛି । ଡିଜାଇନ୍ ଓ କାରିଗରୀ ଉପରେ ଧ୍ୟାନ ପ୍ରଦାନ କରିବା ସହିତ, ଏହି ବ୍ରାଣ୍ଡ ଏହାର ଗ୍ରାହକମାନଙ୍କୁ ଏକ୍ସକ୍ଲୁସିଭ୍ ଓ ସ୍ୱତନ୍ତ୍ର ଡିଜାଇନର କଲେକ୍‌ସନ ପ୍ରଦାନ କରୁଛି ଯାହାକି ଭାରତର ଐତିହ୍ୟର କଳାକୃତି ଓ ସଂସ୍କୃତି ଦ୍ୱାରା ଅନୁପ୍ରେରିତ ଅଟେ ।

reliance ରିଲାଏନ୍‌ସ ଜୁଏଲ୍‌ସ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଲୀପ ଟ୍ରଫି ସେମିଫାଇନାଲ୍: ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ଅର୍ଦ୍ଧଶତକ

August 31, 2026

ସେମିକନ୍ ୨.୦ ର ସମସ୍ତ ୬ ଟି ସ୍ତମ୍ଭ ପାଇଁ ବିଜ୍ଞପ୍ତି ଜାରି

August 31, 2026

ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା: ବୃତ୍ତି ଟଙ୍କା ପାଇଲା ପରେ ଜମା କରିବେ ନାମଲେଖା ଫି’

August 31, 2026

ଭାରତୀୟ ନୌସେନାର ବଢ଼ିଲା ସାମର୍ଥ୍ୟ: ‘ଆଇଏନ୍‌ଏସ୍ ନିପୁଣ’ ଆନୁଷ୍ଠାନିକ ଭାବେ ସାମିଲ

August 31, 2026
Latest News

ୟୁଏସ୍ ଓପନ: ପ୍ରଥମ ରାଉଣ୍ଡରୁ ବିଦାୟ ନେଲେ ନୋବାକ୍ ଜୋକୋଭିଚ୍

August 31, 2026

ଦୁଲୀପ ଟ୍ରଫି ସେମିଫାଇନାଲ୍: ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ଅର୍ଦ୍ଧଶତକ

August 31, 2026

ଡିଏଭି ପୋଖରୀପୁଟରେ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ

August 31, 2026

ବାଲୁଗାଁ ଏନଏସିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

August 31, 2026

ସୋଆ ଏନଏସ ଏସ ପକ୍ଷରୁ ବନ୍ୟା ପ୍ରଭାବିତ ଅଂଚଳରେ ରିଲିଫ ବଂଟନ

August 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.