Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମେଣ୍ଟ ରାଜନୀତି ଭିତରେ ପସିଲା ଏକ ନୂଆ କେଁ, ମନ୍ତ୍ରୀପଦ ଭାଗବଣ୍ଟା
ଜାତୀୟ ଖବର

ମେଣ୍ଟ ରାଜନୀତି ଭିତରେ ପସିଲା ଏକ ନୂଆ କେଁ, ମନ୍ତ୍ରୀପଦ ଭାଗବଣ୍ଟା

March 17, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ମେଣ୍ଟ ରାଜନୀତି ଭିତରେ ପସିଲା ଏକ ନୂଆ କେଁ, ମନ୍ତ୍ରୀପଦ ଭାଗବଣ୍ଟା

ଭୁବନେଶ୍ବର: ଓଡିଶାରେ ବିଜେପି ବିଜେଡି ମେଣ୍ଟ ହେବ କି ନାହିଁ ସେଥିରେ ଏ ପର୍ଯ୍ୟନ୍ତ ପୂର୍ଣ୍ଣଚ୍ଛେଦ ପଡି ନାହିଁ। ହେଲେ ଶୀର୍ଷ ମହଲରେ ଏହା ଉପରେ ବାରମ୍ବାର ଆଲୋଚନା ଚାଲିଛି ବୋଲି ଜଣାପଡିଛି। ତେବେ ଏହି ମେଣ୍ଟରେ ଯେଉ ବଡ ସମସ୍ୟା ରହିଛି ତାହା ହେଲା ଆସନ ବୁଝାମଣା। ଏଥିରେ କୁଆଡେ ଦୁଇ ଦଳର ଶୀର୍ଷ ନେତୃତ୍ବ ଏକ ପ୍ରକାରର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାର ଜଣାପଡିଛି।

ହେଲେ ବର୍ତ୍ତମାନ ଆଉ ଏକ ନୂଆ କେଁ ଏହା ଭିତରେ ପ୍ରବେଶ କରିଛି। ତାହା ହେଲା ମନ୍ତ୍ରୀପଦ। ଏହାକୁ ନେଇ ବର୍ତ୍ତମାନ କିଛିଦିନ ଧରି ଜୋରଦାର ଆଲୋଚନା ହେବାରେ ଲାଗିଛି। ବିଶେଷ ସୁତ୍ର ଅନୁସାରେ ବିଜେଡି କୁଆଡେ ବିଜେପିର ବିଧାୟକଙ୍କୁ ମନ୍ତ୍ରୀ ପଦ ଦେବା ପାଇଁ ରାଜି ହେଉ ନାହିଁ। ସେମାନେ ରୋକଠୋକ ବିଜେପିର କୌଣସି ବିଧାୟକଙ୍କୁ ମନ୍ତ୍ରୀପଦ ଦିଆଯିବ ନାହିଁ ବୋଲି ଜଣାଇଦେଇଛନ୍ତି।

ତେବେ ବିଜେଡିର କହିବା କଥା ଯେ, ଆମେ ଓଡିଶାରେ ମନ୍ତ୍ରୀପଦ ଦେବୁ ନାହିଁ କି କେନ୍ଦ୍ରରେ ବିଜେଡି ସାଂସଦ ମନ୍ତ୍ରୀ ହେବେ ନାହିଁ। ଏହାକୁ ନେଇ ଚାଲିଛି ଯୁକ୍ତି ତର୍କ। ହେଲେ ବିଜେପିର କହିବା କଥା ଯେ, ବିଜେଡି କେନ୍ଦ୍ରରେ ମନ୍ତ୍ରୀପଦ ହାସଲ କରୁ ଏବଂ ରାଜ୍ୟରେ ବିଜେପି ବିଧାୟକଙ୍କୁ ମନ୍ତ୍ରୀ ପଦ ଦିଆଯାଉ। ଯାହାକୁ ନେଇ ବିଜେଡି ରାଜି ହେଉ ନ ଥିବାର ଜଣାପଡିଛି। ତେବେ ଏହାର କାରଣ କଣ ବୋଲି ବିଜେଡି ବିଜେପିର ଶୀର୍ଷ ନେତୃତ୍ବଙ୍କୁ କିଛି କହି ନାହିଁ।

Election2024 odishaelection2024 ଓଡିଶାନିର୍ବାଚନ2024 ନିର୍ବାଚନ2024 ମେଣ୍ଟ ରାଜନୀତି
Share. Facebook Twitter LinkedIn Email WhatsApp Copy Link

Related Posts

‘ଅପରେସନ ସାଇବର କବଚ’ ଜାରି: ୨୩ ଅଭିଯୁକ୍ତ ଗିରଫ

February 18, 2026

ଜିଓ ଆରୋଗ୍ୟ ଏଆଇ ଦ୍ୱାରା କେବଳ କିଛି ମିନିଟ୍‌ରେ ସ୍ୱାସ୍ଥ୍ୟ ସ୍କ୍ରିନିଂ, ଏଆଇ କ୍ଲିନିକ୍ ମଡେଲ୍ ପ୍ରସ୍ତୁତ

February 18, 2026

ବାସ୍ତବ ଦୁନିଆର ଆହ୍ୱାନକୁ ସମ୍ମୁଖୀନ ହୋଇପାରିବ ଭାରତର ଏଆଇ ମିଶନ: ଏସ୍‍ କ୍ରିଷ୍ଣନ୍‍

February 18, 2026

ଭାରତ ଏଆଇ ସମ୍ମିଳନୀରେ ଓଡ଼ିଶାର ଉଦ୍ୟମକୁ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

February 18, 2026
Latest News

‘ଅପରେସନ ସାଇବର କବଚ’ ଜାରି: ୨୩ ଅଭିଯୁକ୍ତ ଗିରଫ

February 18, 2026

ଜିଓ ଆରୋଗ୍ୟ ଏଆଇ ଦ୍ୱାରା କେବଳ କିଛି ମିନିଟ୍‌ରେ ସ୍ୱାସ୍ଥ୍ୟ ସ୍କ୍ରିନିଂ, ଏଆଇ କ୍ଲିନିକ୍ ମଡେଲ୍ ପ୍ରସ୍ତୁତ

February 18, 2026

ବାସ୍ତବ ଦୁନିଆର ଆହ୍ୱାନକୁ ସମ୍ମୁଖୀନ ହୋଇପାରିବ ଭାରତର ଏଆଇ ମିଶନ: ଏସ୍‍ କ୍ରିଷ୍ଣନ୍‍

February 18, 2026

ଭାରତ ଏଆଇ ସମ୍ମିଳନୀରେ ଓଡ଼ିଶାର ଉଦ୍ୟମକୁ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

February 18, 2026

ଆସାମ ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ୱିକେଟର ପତନ: ବିଜେପିରେ ଯୋଗଦେବେ ଭୁପେନ ବୋରା

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.