Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଜଧାନୀ ପ୍ରତିଷ୍ଠା ଦିବସରେ ଯୋଗ ଦେଲେନି ସାଂସଦ ଅପରାଜିତା, ତେରେଚ୍ଛା ବାଣ ମାରିଲେ ମେୟର ସୁଲୋଚନା
ଜାତୀୟ ଖବର

ରାଜଧାନୀ ପ୍ରତିଷ୍ଠା ଦିବସରେ ଯୋଗ ଦେଲେନି ସାଂସଦ ଅପରାଜିତା, ତେରେଚ୍ଛା ବାଣ ମାରିଲେ ମେୟର ସୁଲୋଚନା

April 13, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
sulochana
ରାଜଧାନୀ ପ୍ରତିଷ୍ଠା ଦିବସରେ ଯୋଗ ଦେଲେନି ସାଂସଦ ଅପରାଜିତା, ତେରେଚ୍ଛା ବାଣ ମାରିଲେ ମେୟର ସୁଲଚନା

ଭୁବନେଶ୍ବର: ଆଜି ହେଉଛି ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ। ଏହି ଦିବସକୁ ସରକାରୀ ଭାବେ ବିଧାନସଭା ସମ୍ମୁଖରେ ପାଳନ କରାଯାଇଛି। ଏଥିରେ ବାଚସ୍ପତି ସୁରମା ପାଢୀ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ। ଏଥିରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଯୋଗ ଦେଇପାରି ନ ଥିଲେ। ଯାହାକୁ ନେଇ ମେୟର ସୁଲୋଚନା ଦାସ ତାଙ୍କୁ ସମାଲୋଚନା କରିଛନ୍ତି।

ସେ କହିଛନ୍ତି ଯେ, ଅପରାଜିତା ହେଉଛନ୍ତି ଭୁବେନେଶ୍ବରର ସାଂସଦ। ଆଜି ହେଉଛି ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ। ସେ ସାଂସଦ ହିସାବରେ ଏହି କାର୍ଯ୍ୟକ୍ରମରେ ଯୋଗଦେବା କଥା। ହେଲେ ସେ ଆସିଲେ ନାହିଁ। ଆମେ ଜାଣିଛୁ ପୁରୀରେ ତାଙ୍କର ଦଳୀୟ କାର୍ଯ୍ୟକ୍ରମ ଚାଲିଛି। ସେହି କାର୍ଯ୍ୟକ୍ରମ ତାଙ୍କ ପାଇଁ ବଡ। ରାଜଧାନୀ ପ୍ରତିଷ୍ଠା ଦିବସ ବଡ ନହେଁ।

ମେୟର ଆହୁରି କହିଛନ୍ତି ଯେ, ପ୍ରତିଷ୍ଠା ଦିବସ ସକାଳୁ ଆରମ୍ଭ ହୋଇଛି। ସେ ଚାହିଁଥିଲେ ସକାଳେ ଏଠାରେ ଯୋଗ ଦେଇ ପୁରୀ ଯାଇପାରି ଥାଆନ୍ତେ। ହେଲେ ତାଙ୍କ ପାଇଁ ଦଳ ବଡ, ଭୁବନେଶ୍ବର ନୁହେଁ ବୋଲି କହି ତେରେଚ୍ଛା ବାଣ ମାରିଛନ୍ତି ମେୟର।

bhubaneswar sulochana das ଭୁବନେଶ୍ବର ମେୟର ସୁଲୋଚନା ଦାସ ରାଜଧାନୀ ପ୍ରତିଷ୍ଠା ଦିବସ ସୁଲୋଚନା ଦାସ ସୁଲୋଚନା ବନାମ ଅପରାଜିତା
Share. Facebook Twitter LinkedIn Email WhatsApp Copy Link

Related Posts

NDAର CP ରାଧାକୃଷ୍ଣନଙ୍କ ବିରୋଧରେ ଇଣ୍ଡି ମେଣ୍ଟରୁ କିଏ?: ଉତ୍ତର ଦେଲେ SP ନେତା

August 18, 2025

ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ: ଜାଣନ୍ତୁ କାରଣ

August 18, 2025

ଫିକା ପଡ଼ିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟ କେତେ?

August 18, 2025

ଭୋଟ ଚୋରି ପ୍ରସଙ୍ଗ: ସିଇସି ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବେ ବିରୋଧୀ!

August 18, 2025
Latest News

NDAର CP ରାଧାକୃଷ୍ଣନଙ୍କ ବିରୋଧରେ ଇଣ୍ଡି ମେଣ୍ଟରୁ କିଏ?: ଉତ୍ତର ଦେଲେ SP ନେତା

August 18, 2025

ବାଣପୁର ଏନଏସି ଇଓଙ୍କୁ ୫ ଲକ୍ଷର କ୍ଷତିପୂରଣ ନୋଟିସ ପଠାଇଲେ ଆଇନଜୀବୀ

August 18, 2025

ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ: ଜାଣନ୍ତୁ କାରଣ

August 18, 2025

ଫିକା ପଡ଼ିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟ କେତେ?

August 18, 2025

ଭୋଟ ଚୋରି ପ୍ରସଙ୍ଗ: ସିଇସି ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବେ ବିରୋଧୀ!

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.