Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Dharmendra Statement: ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ…
ଜାତୀୟ ଖବର

Dharmendra Statement: ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ…

August 9, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Dharmendra Statement:
Dharmendra Statement: ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ...

Dharmendra Statement: କେନ୍ଦ୍ର ମନ୍ତ୍ରୀପଦରୁ ଇସ୍ତଫା ଦେବା ପରେ ସମ୍ବଲପୁର ସାଂସଦ ଶନିବାର ଦିନ ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ରେଢାଖୋଲରେ କେନ୍ଦ୍ରୀୟ ବିଦ୍ୟାଳୟ ଉଦଘାଟନ ଅବସରରେ ଧର୍ମେନ୍ଦ୍ର ଏହି ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି ଯେ, ନବୀନ ବାବୁ ମୋ ପଛରେ ପିଲାମାନଙ୍କୁ ଲଗେଇ ଗୋ ବ୍ୟାକ ବୋଲି ନାରା ଦେଉଛନ୍ତି। ମୁଁ କଣ କେବେ ଓଡିଶା ଲୋକଙ୍କ ମୁଣ୍ଡ ତଳକୁ କରିଦେଇଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଆୟୋଜିତ ଏହି ସଭାରେ ଧର୍ମେନ୍ଦ୍ର କହିଛନ୍ତି ଯେ, ପ୍ରଭୃ ଜଗନ୍ନାଥ ଆଉ ଓଡିଶାର ଲୋକଙ୍କ ଆର୍ଶିବାଦରେ ମୁଁ କେନ୍ଦ୍ରରେ ବାର ବର୍ଷ ମନ୍ତ୍ରୀ ରହିଲି। ହେଲେ କେବେ ଓଡିଆଙ୍କ ମୁଣ୍ଡ ତଳକୁ କରି ନାହିଁ। ହେଲେ ନବୀନ ପଟ୍ଟନାୟକ କହୁଛନ୍ତି ମୁଁ ବଦମାସ।

ଶନିବାର ସକାଳେ ଧର୍ମେନ୍ଦ୍ର ବିମାନ ବନ୍ଦରରେ ପହଞ୍ଚିବା ବେଳେ ତାଙ୍କୁ କେତେକ ଯୁବ ଓ ଛାତ୍ର ଧର୍ମେନ୍ଦ୍ର ଗୋ ବ୍ୟାକ୍ ବୋଲି ନାରା ଦେଇ ବିରୋଧ କରିଥିଲେ। ସେହିପରି ରେଢାଖୋଲରେ ମଧ୍ୟ ଧର୍ମେନ୍ଦ୍ରଙ୍କ ଗସ୍ତକୁ ବିରୋଧ କରାଯାଇଥିଲା। ଏହାର ଯବାବ ଦେଇ ଧର୍ମେନ୍ଦ୍ର ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ।

dharmendra pradhan ଧର୍ମେନ୍ଦ୍ର ପ୍ରଧାନ ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ମୋତେ ନୋବେଲ୍ ନଦେଲେ କମିଟି ବଦନାମ ହେବ: ଡୋନାଲ୍ଡ ଟ୍ରମ୍ପ୍

October 9, 2026

୧୫ ରେ ଏସିଆଡ୍ ବିଜେତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

October 9, 2026

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ଅଭିଯାନ ସଫଳତାର ସହ ସମ୍ପନ୍ନ

October 9, 2026

ଆଇପିଏଲ୍‌-ପିଏସ୍‌ଏଲ୍ ହେବେ ମୁହାଁମୁହିଁ: ମାର୍ଚ୍ଚ ୧୮ରୁ ପାକିସ୍ତାନ ସୁପର ଲିଗ୍‌

October 9, 2026
Latest News

ମୋତେ ନୋବେଲ୍ ନଦେଲେ କମିଟି ବଦନାମ ହେବ: ଡୋନାଲ୍ଡ ଟ୍ରମ୍ପ୍

October 9, 2026

୧୫ ରେ ଏସିଆଡ୍ ବିଜେତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

October 9, 2026

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ଅଭିଯାନ ସଫଳତାର ସହ ସମ୍ପନ୍ନ

October 9, 2026

ଆଇପିଏଲ୍‌-ପିଏସ୍‌ଏଲ୍ ହେବେ ମୁହାଁମୁହିଁ: ମାର୍ଚ୍ଚ ୧୮ରୁ ପାକିସ୍ତାନ ସୁପର ଲିଗ୍‌

October 9, 2026

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟି-୨୦: ସିରିଜ୍ କବ୍‌ଜା ଲକ୍ଷ୍ୟରେ ଭାରତ

October 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.