Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଏସପି ସ୍ତରରେ ବଡ ଅଦଳବଦଳ, ପୁରୀ ଏସପି ପିନାକ ମିଶ୍ର ହେଲେ ଭୁବନେଶ୍ବର ଡିସିପି, ଦେଖନ୍ତୁ ପୁରା ତାଲିକା
ରାଜ୍ୟ ଖବର

ଏସପି ସ୍ତରରେ ବଡ ଅଦଳବଦଳ, ପୁରୀ ଏସପି ପିନାକ ମିଶ୍ର ହେଲେ ଭୁବନେଶ୍ବର ଡିସିପି, ଦେଖନ୍ତୁ ପୁରା ତାଲିକା

September 29, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏସପି ସ୍ତରରେ ବଡ ଅଦଳବଦଳ, ପୁରୀ ଏସପି ପିନାକ ମିଶ୍ର ହେଲେ ଭୁବନେଶ୍ବର ଡିସିପି, ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ବରିଷ୍ଠ ସ୍ତରରେ ଯେପରି ବଦଳି ହୋଇଛି ଏସପି ସ୍ତରରେ ମଧ୍ୟ ବ୍ୟାପକ ଅଦଳବଦଳ ହୋଇଛି। ଏଥିରେ ପୁରୀ ଏସପି ପିନାକ ମିଶ୍ରଙ୍କୁ ଭୁବନେଶ୍ବର ଡିସିପି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କୁ କଟକ ଗ୍ରାମାଞ୍ଚଳ ଏସପି ଭାବେ ବଦଳି ହୋଇଛି।

1-ପିନାକ ମିଶ୍ର- ଡିସିପି ଭୁବନେଶ୍ବର

2-ଏମ ଏସ ସଂପଦ- ଏସପି ଭଦ୍ରକ

3-ଅନୁପମ ଜାମ- ଏସପି ଭିଜିଲାନ୍ସ

4- ରାହୁଳ ପିଆର- ଏସପି ଭିଜିଲାନ୍ସ

5-ଜଗମୋହନ ମୀନା- କଟକ ଡିସିପି

6-ଲୋଗାନାଗୀ ଦିବ୍ୟା- ଏସପି ଭିଜିଲାନ୍ସ

7-ପ୍ରତୀକ ସିଂ- ଏସପି କଟକ ଗ୍ରାମାଞ୍ଚଳ

8-ରାହୁଳ ଜୈନ- ଏସପି ଅନୁଗୁଳ

9-ସର୍ବାନା ବିବେକ- ଏସପି ବ୍ରହ୍ମପୁର

10- ବିନୀତ ଅଗ୍ରୱାଲ- ଏସପି ପୁରୀ

11- ବରୁନ ଗୁନ୍ତୁପାଲ୍ଲୀ- ଏସପି ମୟୁରଭଂଜ

12- ସାଗରିକା ନାଥ- ଏସପି ଖୋର୍ଦ୍ଧା

13- ସ୍ବାତୀ ଏସ କୁମାର- ଏସପି ରାୟଗଡା

14-  ଏସ ଶୁଶ୍ରୀ- ଏସପି ନୟାଗଡ

16- ନୀତେଶ ୱାଦ୍ଧିୱାନୀ- ଏସପି ରାଉରକେଲା

17- ରାଜ ପ୍ରସାଦ- ଏସପି ବାଲେଶ୍ବର

18- ନାଗରାଜ ଦେବକୁଣ୍ଡା- ଏସପି ବୈଦ୍ଧ

19- ଶୁଭେନ୍ଦୁ କୁମାର ପାତ୍ର- ଏସପି ଗଂଜାମ

20- ଅଭିନବ ସୁନାକର- ଏସପି ଢେଙ୍କାନାଳ

21- ରୋହିତ ବର୍ମା- ଏସପି କୋରାପୁଟ

22- ୟଶପ୍ରତାପ ଶ୍ରୀମାଲ- ଏସପି ଯାଜପୁର

23- ହରିଶ ବିସି- ଏସପି କନ୍ଧମାଳ

24- ଅନୀଲ କୁମାର ମିଶ୍ର- ଏସପି ଦେଓଗଡ

25- ରାମପ୍ରସାଦ ସାହୁ- ଏସପି ସୋନପୁର

26- ଭବାନୀ ଶଙ୍କର ଉଦଗାତା- ଏସପି ଜଗତସିଂହପୁର

27- ମିହିର ପଣ୍ଡା- ଏସପି ନବରଂଗପୁର

 

ପିନାକ ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବିକଶିତ ଗ୍ରାମ-ବିକଶିତ ଭାରତ’ ପାଇଁ ପ୍ରସ୍ତୁତ ହେଲା ସହଭାଗୀ ରୋଡମ୍ୟାପ୍

June 30, 2026

ସଂଶୋଧିତ ପୁସ୍ତକ ଯୋଗାଇ ଦିଆଯିବ – ମନ୍ତ୍ରୀ

June 29, 2026

ବାଣପୁରରେ ଯୁବକଙ୍କ ମୃତ୍ୟୁ ମାମଲା: ହେପାଜତ ହିଂସା ଅଭିଯୋଗକୁ ଖଣ୍ଡନ କଲା ପୋଲିସ, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

June 29, 2026

Puri News: ମହାପ୍ରଭୁଙ୍କ ଗଜାନନ ବେଶ ଦେଖି ଭକ୍ତ ବିଭୋର, ମଙ୍ଗଳବାରଠାରୁ ପଟ୍ଟିଦିଅଁ ଦର୍ଶନ

June 29, 2026
Latest News

ଫୋନ୍ ଚାର୍ଜରର ଏହି ଅଭ୍ୟାସ ବଢ଼ାଇପାରେ ବିଦ୍ୟୁତ୍ ଅପଚୟ, ଜାଣନ୍ତୁ କିପରି

June 30, 2026

ବିଂଶତମ ପରିସଂଖ୍ୟାନ ଦିବସ ୨୦୨୬ରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

June 30, 2026

ଅମିତ ଶାହଙ୍କ ଉପସ୍ଥିତିରେ ଯମୁନା ଜଳ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟକାରିତା ପାଇଁ ଚୁକ୍ତି ସ୍ୱାକ୍ଷର

June 30, 2026

ବିକଶିତ ଗ୍ରାମ-ବିକଶିତ ଭାରତ’ ପାଇଁ ପ୍ରସ୍ତୁତ ହେଲା ସହଭାଗୀ ରୋଡମ୍ୟାପ୍

June 30, 2026

ବିସ୍ତୃତ ରାଶିଫଳ: ଜୁନ ୩୦ ତାରିଖ ମଙ୍ଗଳବାରରେ ଏହି ସାତୋଟି ରାଶିର ବ୍ୟକ୍ତି ହେବେ ମାଲେମାଲ

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.