Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»OAS ରେଜଲ୍ଟ ପ୍ରକାଶିତ : ବୁବୁନ ସାହୁ ଟପ୍ପର
ରାଜ୍ୟ ଖବର

OAS ରେଜଲ୍ଟ ପ୍ରକାଶିତ : ବୁବୁନ ସାହୁ ଟପ୍ପର

May 26, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି ଓଏଏସ ପରୀକ୍ଷାଫଳ ପ୍ରକାଶିତ ହୋଇଛି । ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଏହି ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଚଳିତ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ବୁବୁନ୍ ସାହୁ ଟପ୍ପର ହୋଇଛନ୍ତି । ମେଧା ତାଲିକାରେ ଶୋଭନା ମହାନ୍ତି ଦ୍ୱିତୀୟ ଏବଂ ଜିତାମିତ୍ର ସାହୁ ତୃତୀୟ ସ୍ଥାନ ହାସଲ କରିଛନ୍ତି । ମନୋନୀତ ୨୦୦ ପ୍ରାର୍ଥୀଙ୍କ ମଧ୍ୟରୁ ୭୮ ଜଣ ମହିଳା ରହିଛନ୍ତି । ପ୍ରିଲିମ ପରେ 385 ଜଣ ଇଣ୍ଟରଭିଉ ପାଇଁ କ୍ଵାଲିଫାୟ କରିଥିଲେ । ଚଳିତ ଥର 17 ମାସ ଭିତରେ ରେଜଲ୍ଟ ପ୍ରକାଶ ପାଇଛି ।

oas odishacivilservice
Share. Facebook Twitter LinkedIn Email WhatsApp Copy Link

Related Posts

ବିଦେଶୀ ଡ୍ରୋନ୍‌ ଉପରେ ୧୦୦% ଯାଏଁ ଆମଦାନି ଶୁଳ୍କ ଲଗାଇଲା ଆମେରିକା

September 3, 2026

ତିବ୍ବତରେ ୫.୦ ତୀବ୍ରତାର ଭୂକମ୍ପ, ବଢ଼ିଲା ବନ୍ୟା ଆଶଙ୍କା

September 3, 2026

ଜନ୍ମାଷ୍ଟମୀ ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗର୍ଭଉଦକ ବନ୍ଦାପନା ଓ ଜେଉଟ ଭୋଗ ନୀତି

September 3, 2026

କ୍ରେଡିଟ୍ କାର୍ଡ ମାମଲା: ପ୍ରକ୍ରିୟାକରଣରେ ବିଳମ୍ବ ହେଲେ ବ୍ୟାଙ୍କ ଦେବ ୩ ଲକ୍ଷ ଜରିମାନା

September 3, 2026
Latest News

ବିଦେଶୀ ଡ୍ରୋନ୍‌ ଉପରେ ୧୦୦% ଯାଏଁ ଆମଦାନି ଶୁଳ୍କ ଲଗାଇଲା ଆମେରିକା

September 3, 2026

ତିବ୍ବତରେ ୫.୦ ତୀବ୍ରତାର ଭୂକମ୍ପ, ବଢ଼ିଲା ବନ୍ୟା ଆଶଙ୍କା

September 3, 2026

ଜନ୍ମାଷ୍ଟମୀ ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗର୍ଭଉଦକ ବନ୍ଦାପନା ଓ ଜେଉଟ ଭୋଗ ନୀତି

September 3, 2026

କ୍ରେଡିଟ୍ କାର୍ଡ ମାମଲା: ପ୍ରକ୍ରିୟାକରଣରେ ବିଳମ୍ବ ହେଲେ ବ୍ୟାଙ୍କ ଦେବ ୩ ଲକ୍ଷ ଜରିମାନା

September 3, 2026

ଚନ୍ଦ୍ରିକା ମୃତ୍ୟୁ ମାମଲା: ପୁରୁଷ ବନ୍ଧୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.