Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇପିଏଲରେ ସାମିଲ ହେବ କଟକ ଟିମ୍!: ନୂଆ ଦଳ ପାଇଁ ଆସନ୍ତା ୨୫ ତାରିଖରେ ହେବ ବିଡିଂ
ଆଜିର ଖବର

ଆଇପିଏଲରେ ସାମିଲ ହେବ କଟକ ଟିମ୍!: ନୂଆ ଦଳ ପାଇଁ ଆସନ୍ତା ୨୫ ତାରିଖରେ ହେବ ବିଡିଂ

October 22, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆସନ୍ତା ଆଇପିଏଲ ସଂସ୍କରଣରେ ୨ ଟି ନୂଆ ଦଳ ସାମିଲ ହେବା ନେଇ ନିଶ୍ଚିତ ହୋଇଛି। ତେଣୁ ଆଇପିଏଲ-୧୫ ସଂସ୍କରଣରେ ଓଡିଶାର କଟକ ଦଳ ସାମିଲ ହେବା ନେଇ ଆଶା କରାଯାଉଛି। ଆସନ୍ତା ୨୫ ତାରିଖରେ ନୂଆ ଦଳ ପାଇଁ ଆଇପିଏଲ ବିଡିଂ ହେବ। ଏଥିରେ କେଉଁ ଦୁଇଟି ଦଳ ଆଇପିଏଲରେ ସାମିଲ ହେବେ, ତାହା ବିଡିଂ ପରେ ସ୍ପଷ୍ଟ ହେବ।

ତେବେ ଏହି  ବିଡିଂରେ ୨୦ ଟି କମ୍ପାନୀ ଅଛନ୍ତି। ଏହି କମ୍ପାନୀଗୁଡିକ ଆଇପିଏଲରେ କଟକକୁ ଟିମ କରିବେ କି ନାହିଁ, ନିଷ୍ପତ୍ତି ନେବେ। ଯେହେତୁ ଜିନ୍ଦଲ କମ୍ପାନୀ ଏହି ବିଡିଂରେ ଅଛି, ତେଣୁ କଟକ ଟିମ ଆଇପିଏଲରେ ସାମିଲ ହେବ ବୋଲି ଓଡିଶା କ୍ରିକେଟ ଆସୋସିଏସନ ଆଶାବାଦୀ ଅଛି। ସେଥିପାଇଁ ଓସିଏ ପକ୍ଷରୁ ସମ୍ପୃକ୍ତ ବିଡରଙ୍କୁ କଟକକୁ ଟିମ କରିବା ପାଇଁ ନିବେଦନ କରାଯାଇଛି। ଯଦି ଆଇପିଏଲରେ କଟକ ଟିମ ସାମିଲ ହୁଏ, ତେବେ ସମ୍ପୃକ୍ତ ବିଡରଙ୍କୁ ଓସିଏ ସଂପୂର୍ଣ୍ଣ ସହାୟତା କରିବ। ଆଇପିଏଲରେ କଟକ ଟିମ ସାମିଲ ହେଲେ ଓଡିଶା ଖେଳାଳି ଉପକୃତ ହେବେ। ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।

ଅକ୍ଟୋବର ୨୫ ତାରିଖ ଆଇପିଏଲ ଓଡିଶା ଖେଳାଳି
Share. Facebook Twitter LinkedIn Email WhatsApp Copy Link

Related Posts

ସେପ୍ଟେମ୍ବର ୨୩ରେ ଏହି ଆଠଟି ରାଶିର ସୁନା ପରି ଚମକିବ ଭାଗ୍ୟ: ଜାଣନ୍ତୁ ଆଜିର ରାଶିଫଳ

September 23, 2026

କାଲି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ, ଜାଣନ୍ତୁ ସମୟ

September 22, 2026

ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାରେ ଦୋଷୀକୁ ୭ ବର୍ଷ ଜେଲ୍‌, ୧୦ ହଜାର ଜରିମାନା

September 22, 2026

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ: ‘ଲହରୀ’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର

September 22, 2026
Latest News

ସେପ୍ଟେମ୍ବର ୨୩ରେ ଏହି ଆଠଟି ରାଶିର ସୁନା ପରି ଚମକିବ ଭାଗ୍ୟ: ଜାଣନ୍ତୁ ଆଜିର ରାଶିଫଳ

September 23, 2026

କାଲି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ, ଜାଣନ୍ତୁ ସମୟ

September 22, 2026

ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାରେ ଦୋଷୀକୁ ୭ ବର୍ଷ ଜେଲ୍‌, ୧୦ ହଜାର ଜରିମାନା

September 22, 2026

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ: ‘ଲହରୀ’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର

September 22, 2026

ପଞ୍ଚାନନ କାନୁନଗୋଙ୍କ ମିଥ୍ୟା ଅଭିଯୋଗକୁ ଆଇନ ମନ୍ତ୍ରୀଙ୍କ କଡ଼ା ଜବାବ: ମହାପ୍ରଭୁଙ୍କ ଜମି ହଡ଼ପ ପ୍ରମାଣିତ ହେଲେ ଛାଡ଼ିବି ରାଜନୀତି

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.