Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପାକିସ୍ତାନକୁ ବଡ଼ ଝଟକା, ଏସିଆ କପ୍ ରୁ ବାଦ ପଡିଲେ ଶାହିନ୍ ଆଫ୍ରିଦି
ଅନ୍ତରାଷ୍ଟ୍ରୀୟ

ପାକିସ୍ତାନକୁ ବଡ଼ ଝଟକା, ଏସିଆ କପ୍ ରୁ ବାଦ ପଡିଲେ ଶାହିନ୍ ଆଫ୍ରିଦି

August 20, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୨୨ ଏସିଆ କପ୍ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ଏସୀୟ କ୍ରିକେଟ୍ ର ଏହି ମହାନ କୁମ୍ଭ ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବ। ଏହାପୂର୍ବରୁ ପାକିସ୍ତାନ କ୍ରିକେଟ୍ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ବାସ୍ତବରେ ଆହତ କାରଣରୁ ପାକିସ୍ତାନର ଅଗ୍ରଣୀ ଦ୍ରୁତ ବୋଲର ଶାହିନ୍ ଶାହା ଆଫ୍ରିଦିଙ୍କୁ ୨୦୨୨ ଏସିଆ କପ୍ ଏବଂ ଇଂଲଣ୍ଡ ବିପକ୍ଷ ଘରୋଇ ଟି-୨୦ ସିରିଜରୁ ବାଦ୍ ଦିଆଯାଇଛି।

ପ୍ରକାଶ ଯୋଗ୍ୟ ଯେ, ଦୀର୍ଘ ଦିନ ଧରି ଆଣ୍ଠୁରେ ଆଘାତ ଲାଗି ଶାହିନ୍ ଅସୁବିଧାରେ ଥିଲେ। ଏହି ଆଘାତ ହେତୁ ସେ ବର୍ତ୍ତମାନ ୨୦୨୨ ଏସିଆ କପ୍ ଏବଂ ଇଂଲଣ୍ଡ ବିପକ୍ଷ ଘରୋଇ ସାତ ମ୍ୟାଚ୍ ଟି -୨୦ ସିରିଜରୁ ବାଦ ପଡିଛନ୍ତି। ଅଗଷ୍ଟ ୨୮ ତାରିଖରେ ଆଫ୍ରିଦି ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚର ଅଂଶ ହେବ ନାହିଁ।

ଅଗଷ୍ଟ ୨୭ ରୁ ଆରମ୍ଭ ହେବ ଏସିଆ କପ୍:

ଉଲ୍ଲେଖ ଯୋଗ୍ୟ ଯେ ଏସିଆର ସବୁଠାରୁ ପ୍ରତିଷ୍ଠିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନଯେଉଁଥିରେ ଭାରତ ଏବଂ ପାକିସ୍ଥାନ ଦଳ ମୁହାଁମୁହିଁ ହେବେ। ତେବେ ବର୍ତ୍ତମାନ ଏହି ମ୍ୟାଚରେ ଶାହିନ୍ ଆଫ୍ରିଦିଙ୍କୁ କାର୍ଯ୍ୟରେ ଦେଖିବାକୁ ମିଳିବ ନାହିଁ। ପାକିସ୍ତାନ କ୍ରିକେଟ୍ ବୋର୍ଡ ଏପର୍ଯ୍ୟନ୍ତ ଶାହିନ୍ ଆଫ୍ରିଦିଙ୍କ ସ୍ଥାନ ଘୋଷଣା କରିନାହାଁନ୍ତି।

ଏସିଆ କପ୍‌ ପାକିସ୍ତାନ ଶାହିନ୍ ଆଫ୍ରିଦି
Share. Facebook Twitter LinkedIn Email WhatsApp Copy Link

Related Posts

ପିଲା ଚୋର ସନ୍ଦେହରେ ନିସ୍ତୁକ ମାଡ଼

April 28, 2026

ଶଶ୍ଵର ଘରେ ଜ୍ଵାଇଁଙ୍କୁ ପେଟ୍ରୋଲ ଢାଳି ହତ୍ୟା

April 28, 2026

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026
Latest News

ଚ଼ିଲିକା ପୁସ୍ତକ ମେଳାର ଉଦଯାପନୀ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ

April 28, 2026

ବସ୍ ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ

April 28, 2026

କେନ୍ଦୁଝର ପାଟଣା ବ୍ୟାଙ୍କକୁ ଶବ ନେବା ଘଟଣା: ମୁଖମନ୍ତ୍ରୀଙ୍କ RDC ତଦନ୍ତ ନିର୍ଦ୍ଦେଶ

April 28, 2026

ପିଲା ଚୋର ସନ୍ଦେହରେ ନିସ୍ତୁକ ମାଡ଼

April 28, 2026

ଆୟୁର୍ବେଦ, ହୋମିଓପାଥିକ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଦରମା ବୃଦ୍ଧି

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.