Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବୁଶ୍‌ଫାୟାର୍‌ ବାସ୍‌ ଲିଗ୍‌ : ଗୀଲକ୍ରିଷ୍ଟ ଏକାଦଶକୁ 1 ରନ୍‌ରେ ପରାସ୍ତ କଲା ପଣ୍ଟିଂ ଏକାଦଶ
ଆଜିର ଖବର

ବୁଶ୍‌ଫାୟାର୍‌ ବାସ୍‌ ଲିଗ୍‌ : ଗୀଲକ୍ରିଷ୍ଟ ଏକାଦଶକୁ 1 ରନ୍‌ରେ ପରାସ୍ତ କଲା ପଣ୍ଟିଂ ଏକାଦଶ

February 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆର ଜଙ୍ଗଲ ନିଆଁରେ ପୀଡିତଙ୍କ ସହାୟତା ପାଇଁ ଏକ କ୍ରିକେଟ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଛି । ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ମାନଙ୍କୁ ନେଇ ଏହି ମ୍ୟାଚ୍‌ ଆୟୋଜିତ ହୋଇଛି । 10 ଓଭର ବିଶିଷ୍ଟ ଏହି ମ୍ୟାଚ୍‌ରେ ଉଭୟ ଦଳରେ ଜଣେ ଲେଖାଏଁ ମହିଳା ଖେଳାଳି ରହିଥିଲେ । ଏହି ମ୍ୟାଚ୍‌ରେ ପଣ୍ଟିଂ ଏକାଦଶ 1 ରନ୍‌ରେ ବିଜୟୀ ହୋଇଛି । ପଣ୍ଟିଂ ଏକାଦଶ ପକ୍ଷରୁ ଜଷ୍ଟିନ୍‌ ଲାଙ୍ଗର, ମାଥ୍ୟୁ ହେଡେନ୍‌ ଏବଂ ବ୍ରାଏନ୍‌ ଲାରା ଖେଳୁଥିବା ବେଳେ ଗ୍ରୀଲକ୍ରିଷ୍ଟ ଏକାଦଶ ପକ୍ଷରୁ ସେନ୍‌ ଓ୍ବାଟସନ୍‌, ଯୁବରାଜ ସିଂ ଏବଂ ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ ଖେଳିଥିଲେ । ପଣ୍ଟିଂ ଏକାଦଶ ପକ୍ଷରୁ ବ୍ରାଏନ୍‌ ଲାରା ସର୍ବାଧିକ 30 ରନ୍‌ ସଂଗ୍ରହ କରିଥିବା ବେଳେ ରିକି ପଣ୍ଟିଂ 26 ରନ୍‌ ସଂଗ୍ରହ କରିଥିଲେ । ଜବାବରେ ସେନ୍‌ ଓ୍ବାଟସନ୍‌ 30 ଏବଂ ସାଇମଣ୍ଡସ୍‌ 29 ରନ୍‌ ସଂଗ୍ରହ କରିଥିବା ବେଳେ ଦଳ ବିଜୟ ଠାରୁ 1 ରନ୍‌ ପଛରେ ରହିଯାଇଥିଲା ।

brianlara bushfirebash
Share. Facebook Twitter LinkedIn Email WhatsApp Copy Link

Related Posts

୪ ହଜାରରୁ ଉର୍ଦ୍ଧ୍ଵ କୋଟିର ୨୩ ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

July 22, 2026

ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟିର ଉଚ୍ଚସ୍ତରୀୟ ବୈଠକ

July 22, 2026

ଓଡ଼ିଶାରେ ମତ୍ସ୍ୟ ସମ୍ପଦ ଯୋଜନା

July 22, 2026

ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ରାଜ୍ୟ ନିର୍ବାଚନ ଆୟୁକ୍ତ

July 22, 2026
Latest News

୪ ହଜାରରୁ ଉର୍ଦ୍ଧ୍ଵ କୋଟିର ୨୩ ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

July 22, 2026

ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟିର ଉଚ୍ଚସ୍ତରୀୟ ବୈଠକ

July 22, 2026

ରାଜ୍ୟରେ ମୋଟ ୫୮ ଲକ୍ଷ ଭୋଟରଙ୍କୁ ନୋଟିସ୍: SIR ପ୍ରକ୍ରିୟାକୁ ନେଇ CEO ଙ୍କ ବଡ଼ ସୂଚନା

July 22, 2026

ଓଡ଼ିଶାରେ ମତ୍ସ୍ୟ ସମ୍ପଦ ଯୋଜନା

July 22, 2026

ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ରାଜ୍ୟ ନିର୍ବାଚନ ଆୟୁକ୍ତ

July 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.