ରାଜ୍ୟ ଖବର ଲଗାଣ ବର୍ଷାରେ ଧୋଇଗଲା କୁଲିଆପାଲି ବ୍ରିଜ୍ର ଡାଇଭର୍ସନ ରାସ୍ତା; ଯାତାୟାତ ଠପ୍, ହଜାର ହଜାର ଲୋକ ହନ୍ତସନ୍ତ କଣ୍ଟାମାଳ: ଲଗାଣ ବର୍ଷାର ପ୍ରଭାବରେ ଧୋଇଯାଇଛି ନିର୍ମାଣାଧୀନ କୁଲିଆପାଲି ବ୍ରିଜ୍ର ଡାଇଭର୍ସନ ରାସ୍ତା। ପାହାଡ଼ି ନାଳରେ ବର୍ଷାଜଳର ପ୍ରବଳ ସ୍ରୋତ ଯୋଗୁଁ ଡାଇଭର୍ସନ ଉପରେ ପ୍ରାୟ ୩…