ଆଜିର ଖବର ବାଣପୁର ମୁକ୍ତି ଦିବସକୁ ରାଜ୍ୟ ସ୍ତରରେ ପାଳନ କରିବାକୁ ନିବେଦନ ବାଣପୁର: ପରାଧୀନ ଭାରତ ବର୍ଷରେ ଫିରିଙ୍ଗ ବିରୁଦ୍ଧରେ ଲଢ଼େଇ କରି ବାଣପୁରକୁ ତିନିଦିନ ପାଇଁ ଫିରିଙ୍ଗିମୁକ୍ତ କରି ସ୍ଵାଧୀନବାଣପୁର ଘୋଷଣା କରିଥିବା ଘଟଣା ଭାରତ ଇତିହାସରେ ପ୍ରଥମ।…