ଅନ୍ତରାଷ୍ଟ୍ରୀୟ ବେଲୁଚିସ୍ତାନରେ ପାକିସ୍ତାନୀ ସେନାର ନରସଂହାର: ୯ ଶିଶୁ ଓ ୭ ମହିଳାଙ୍କ ସମେତ ୨୮ ମୃତ ବେଲୁଚିସ୍ତାନ: ବେଲୁଚିସ୍ତାନର ସୁରବ ଅଞ୍ଚଳରେ ପାକିସ୍ତାନୀ ବାୟୁସେନାର ବିମାନ ଆକ୍ରମଣରେ ବଡ଼ ଧରଣର ଜନହାନି ହୋଇଥିବା ଦାବି କରାଯାଇଛି। ଆକ୍ରମଣରେ ୯ ଶିଶୁ, ୭ ମହିଳା ଓ…