ଆଜିର ଖବର ରେଳଯାତ୍ରୀଙ୍କ ଚୋରି ଅଳଙ୍କାର ଉଦ୍ଧାର: ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଯାତ୍ରୀବାହୀ ଟ୍ରେନରେ ଭୁବନେଶ୍ୱର ଠାରୁ ରାୟଗଡ଼ା ଯିବା ବେଳେ କେଦାରନାଥ ଶବର ନାମକ ଜଣେ ବ୍ୟକ୍ତିଙ୍କର କିଛି ସ୍ବର୍ଣ୍ଣ ଅଳଙ୍କାର ଓ…