ଆଜିର ଖବର ‘ଅତିଥି ଶିକ୍ଷକ ନିଯୁକ୍ତିରେ ବିଳମ୍ବ ହେତୁ ପାଠପଢ଼ା ପ୍ରଭାବିତ ହେଉଛି’: ଓଷ୍ଟା ଭୁବନେଶ୍ୱର: ରାଜ୍ୟରେ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ବହୁମାତ୍ରାରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଅବସର ନେଇଯିବା ପରେ ଏବେ ବିଦ୍ୟାଳୟଗୁଡ଼ିକ କମ୍ ସଂଖ୍ୟକ ଶିକ୍ଷକ ବା…