ଶ୍ରୀଲଙ୍କା

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ସିରିଜ୍ ଖେଳିଛି। ଏଥିରେ ଦଳ ଶ୍ରୀଲଙ୍କା ବିପକ୍ଷରେ ୩ ଟି-୨୦ ଏବଂ ୩ ଟି ଦିନିକିଆ…

ନୂଆଦିଲ୍ଲୀ: ତିରୁବନନ୍ତପୁରମରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଟିମ୍ ଇଣ୍ଡିଆ ୩୧୭ ରନରେ ତୃତୀୟ ଦିନିକିଆ ଜିତିଛି। ଏହା ସହ ଭାରତର…

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍ ଥିରୁବନନ୍ତପୁରମରେ ଖେଳାଯାଉଛି। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆ…

ଗୁଆହାଟୀ: ଗୁଆହାଟୀ ଦିନିକିଆରେ ଶ୍ରୀଲଙ୍କାକୁ ଭାରତ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ୬୭ ରନ ବ୍ୟବଧାନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ…

ନୂଆଦିଲ୍ଲୀ: ରାଜକୋଟରେ ଖେଳାଯାଇଥିବା ଟି-୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ ୯୧ ରନ୍ ରେ ପରାସ୍ତ କରିଛି। ଏହା ସହ ଭାରତୀୟ…

ନୂଆଦିଲ୍ଲୀ: ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ଏବଂ ଶ୍ରୀଲଙ୍କା ସମାନ ସ୍ଥିତିରେ ରହିଛନ୍ତି। ସିରିଜର ନିର୍ଣ୍ଣାୟକ ମ୍ୟାଚ୍ ଆଜି ରାଜକୋଟରେ ଖେଳାଯିବ। ଏହି ମ୍ୟାଚ୍…

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି-୨୦ ସିରିଜରେ ଭାରତୀୟ ଓପନର୍ ବ୍ୟାଟ୍ସମ୍ୟାନ୍ ଏପର୍ଯ୍ୟନ୍ତ ବିଫଳ ହୋଇଛନ୍ତି। ଏଥିରେ ଓପନର୍ ଇଶାନ୍ କିଶାନ୍ ପ୍ରଥମ ମ୍ୟାଚ୍…

ପୁଣେ: ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରୁ ଟିମ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ ବାଦ୍ ପଡିଛନ୍ତି। ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ…

ମୁମ୍ବାଇ: ଆଇପିଏଲ୍-୨୦୨୨ ରେ ନିଜର ଗତି ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଟିମ୍ ଇଣ୍ଡିଆରେ ସ୍ଥାନ ସୃଷ୍ଟି କରିଥିବା ଭାରତୀୟ ବୋଲର ଉମରନ୍ ମଲିକ୍ ପୁଣି ଥରେ…

ମୁମ୍ବାଇ: ଶିବମ ମାଭିଙ୍କ ମାରାତ୍ମକ ବୋଲିଂ ଏବଂ ଦୀପକ ହୁଡା ଓ ଅକ୍ସର ପଟେଲଙ୍କ ବିସ୍ଫୋରକ ବ୍ୟାଟିଂ ହେତୁ ଟିମ୍ ଇଣ୍ଡିଆ ମୁମ୍ବାଇର ୱାନଖେଡେ ଠାରେ ଖେଳାଯାଇଥିବା…

ନୂଆଦିଲ୍ଲୀ: ନୂତନ ବର୍ଷର ଆରମ୍ଭ ସହିତ ଭାରତୀୟ ଦଳକୁ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ଏବଂ ଦିନିକିଆ ମ୍ୟାଚ୍ ଖେଳିବାକୁ ପଡିବ। ୩ ଟି ମ୍ୟାଚ୍ ର ଟି-୨୦…

ନୂଆଦିଲ୍ଲୀ: ଜାନୁଆରୀ ୩ ତାରିଖରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସୀମିତ ଓଭର ସିରିଜ୍ ପାଇଁ ଆଜି ଭାରତୀୟ ଦଳ ଚୟନ କରାଯିବ। ବର୍ତ୍ତମାନ ବିସିସିଆଇ ନୂତନ…

ନୂଆଦିଲ୍ଲୀ: ଓପନର୍ ଇବ୍ରାହିମ୍ ଜାଦ୍ରାନ୍ ଙ୍କ ୧୦୬ ରନ୍ ସହାୟତାରେ ଆଫଗାନିସ୍ତାନ ଶୁକ୍ରବାର ଦିନ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ୬୦ ରନ୍ ର ବିଜୟ ପଞ୍ଜିକରଣ…

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। ଆଜି ଏହି ଇଭେଣ୍ଟରେ ରାଉଣ୍ଡ -୧ ମ୍ୟାଚ୍ ଖେଳାଯାଇଛି। ଏଥିରେ ପ୍ରଥମ ମ୍ୟାଚ୍ ଶ୍ରୀଲଙ୍କା ଏବଂ ନାମିବିୟା ମଧ୍ୟରେ ଖେଳାଯାଇଛି।…

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ ଆରମ୍ଭ ହୋଇଛି ଏବଂ ପ୍ରଥମ ମ୍ୟାଚରେ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଆଜି ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କାକୁ ୫୫ ରନରେ ନାମିବିୟା ପରାସ୍ତ…

ନୂଆଦିଲ୍ଲୀ: ଇତିହାସ ସୃଷ୍ଟି କରି ଭାରତୀୟ ମହିଳା କ୍ରିକେଟ୍ ଦଳ ସପ୍ତମ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଛି। ଏସିଆ କପ୍‌ର ଫାଇନାଲରେ ଭାରତୀୟ ଦଳ…

ନୂଆଦିଲ୍ଲୀ: ୧୨୧ ଟି ଦେଶର ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ (GHI) ୨୦୨୨ ରେ ଭାରତ ୧୦୧ରୁ ୧୦୭ ତମ ସ୍ଥାନକୁ ଖସି ଆସିଛି। ବର୍ତ୍ତମାନ ପଡୋଶୀ ଦେଶ…

ନୂଆଦିଲ୍ଲୀ: ଇଣ୍ଡିଆ ଲିଜେଣ୍ଡ୍ସ ପୁଣି ଥରେ ୱାର୍ଲ୍ଡ ସେଫ୍ଟି ସିରିଜ୍ ଟାଇଟଲ୍ ଜିତିଛି। ଗତକାଲି ରାତିରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଇଣ୍ଡିଆ ଲିଜେଣ୍ଡ୍ସ ଶ୍ରୀଲଙ୍କା ଲିଜେଣ୍ଡ୍ସକୁ ୩୩…

ନୂଆଦିଲ୍ଲୀ: ୨୦୨୨ ମହିଳା ଏସିଆ କପରେ ଭାରତୀୟ ମହିଳା ଦଳ ବିଜୟ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ ୪୧ ରନରେ ପରାସ୍ତ…

ଦୁବାଇ: ଦୁବାଇରେ ଖେଳାଯାଇଥିବା ୨୦୨୨ ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କା ପାକିସ୍ତାନକୁ ୨୩ ରନ୍ ରେ ପରାସ୍ତ କରିଛି। ଫାଇନାଲ ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି…

ନୂଆଦିଲ୍ଲୀ: ଆଜି ଏସିଆ କପ୍-୨୦୨୨ ର ଅନ୍ତିମ ମ୍ୟାଚ୍ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ଏହି ଟାଇଟଲ୍ ମ୍ୟାଚ୍ ଦୁବାଇ ଆନ୍ତର୍ଜାତୀୟ…