ଆଜିର ଖବର ଅଗ୍ନି ବିପନ୍ନଙ୍କୁ ରେଡ଼କ୍ରସ ପକ୍ଷରୁ ସହାୟତା ବାଣପୁର: ଗତ ୨୭ତାରିଖରେ ବାଣପୁର ବ୍ଲକ ଅନ୍ତର୍ଗତ ନନ୍ଦପୁର ଗ୍ରାମ ପଞ୍ଚାୟତର ମାଣିତ୍ରି ଗ୍ରାମରେ ଘଟିଥିଲା ଭୟାବହ ଅଗ୍ନିକାଣ୍ଡ। ଯେଉଁଥିରେ ସାତଟି ଗରିବ ପରିବାର ସର୍ବସ୍ୱନ୍ତ ହୋଇଯାଇଥିଲେ।…