ଆଜିର ଖବର ସିରିଜ୍ ଦୁର୍ଘଟଣା: କାର ଧକ୍କାରେ ଷଣ୍ଢ ଓ ବାଇକ୍ ଆରୋହୀ ମୃତ ପିପିଲି: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଏକ କାରର ତାଣ୍ଡବ ଯୋଗୁଁ ଘଟିଛି ଭୟଙ୍କର ସିରିଜ୍ ଦୁର୍ଘଟଣା। ପିପିଲି ଟୋଲ୍ ପ୍ଲାଜା ନିକଟ ପମଶର ସିଡି ନିକଟରେ ଘଟିଥିବା…