ଜନ ଯୋଜନା ଅଭିଯାନ-୨୦୨୬

ନୂଆଦିଲ୍ଲୀ: ଆଜି ଦେଶର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଗ୍ରାମସଭାମାନ ଅନୁଷ୍ଠିତ ହେବ। ଏହି ଗ୍ରାମସଭାଗୁଡ଼ିକରେ ରୂପାନ୍ତରମୂଳକ ଶାସନ ସଂସ୍କାର ଏବଂ ପଞ୍ଚାୟତଗୁଡ଼ିକୁ ସୁଦୃଢ଼ କରିବା, ସରକାରୀ ସେବାରେ…