ଆଜିର ଖବର ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାରର ଇ ନିଲାମ ପ୍ରକ୍ରିୟା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ଅନନ୍ୟ ଉପହାର ଏବଂ କଳାକୃତି ସମ୍ବଳିତ ପ୍ରଧାନମନ୍ତ୍ରୀ ସ୍ମାରକୀର ୮ମ ସଂସ୍କରଣ ବର୍ତ୍ତମାନ ଚାଲୁ ରହିଛି ଏବଂ ଏହାକୁ ୩୧ ଅକ୍ଟୋବର…