ଆଜିର ଖବର କୂଅ ସଫା ବେଳେ ଅଘଟଣ: ଜଣେ ମୃତ, ବାପ-ପୁଅ ଗୁରୁତର ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁରପଟଣା ଗାଁରେ କୂଅ ସଫା କରୁଥିବା ବେଳେ ଅଘଟଣ ଘଟିଛି। ଶ୍ୱାସରୁଦ୍ଧ ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ…