ବିଶେଷ ଖବର ଓଡ଼ିଶାରୁ ବିଦାୟ ନେଲେ ବିଦାୟୀ ରାଜ୍ୟପାଳ ଭୁବନେଶ୍ୱର: ବିଦାୟୀ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ନିଜ ପରିବାର ସହିତ ଓଡ଼ିଶାରୁ ବିଦାୟ ନେଇଛନ୍ତି। ଏଠାରେ ତାଙ୍କର କାର୍ଯ୍ୟକାଳ ଥିଲା ପ୍ରାୟ ଏକ ବର୍ଷ ୯…