ଆଜିର ଖବର ଚିଲିକା- ବାଲୁଗାଁ ରୋଟାରୀ କ୍ଲବ ପରିଦର୍ଶନରେ ରୋଟାରୀ ଗଭର୍ଣ୍ଣର ବାଲୁଗାଁ: ବାଲୁଗାଁ – ଚିଲିକା ରୋଟାରୀ କ୍ଲବରେ ଆନୁଷ୍ଠାନିକ ରୋଟାରୀ ଗଭର୍ଣ୍ଣରଙ୍କ ପରିଦର୍ଶନ ଆଜି ସ୍ଥାନୀୟ ଦିଗନ୍ତିକା ହୋଟେଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ରୋଟାରୀ ସଭାପତି ରୋଟାରୀଆନ…