ଆଜିର ଖବର ଭାରତକୁ ଲାଇଭ୍ କାର୍ଯ୍ୟକ୍ରମର କେନ୍ଦ୍ର ସ୍ଥଳୀରେ ପରିଣତ କରିବା ଲାଗି ରୂପରେଖର ସମୀକ୍ଷା ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଚଞ୍ଚଳ କୁମାରଙ୍କ ଅଧ୍ୟକ୍ଷତାରେ ଲାଇଭ୍ ଇଭେଣ୍ଟସ୍ ଡେଭଲପମେଣ୍ଟ ସେଲ୍ (ଏଲଇଡିସି)ର ଚତୁର୍ଥ ବୈଠକ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ…