ଆଜିର ଖବର ଦହିବରା ଖାଇ ୩୦ ଅସୁସ୍ଥ ଯାଜପୁର: ଦହିବରା ଖାଇ ୩୦ ଜଣ ଅସୁସ୍ଥ ହୋଇପଡିଛନ୍ତି। ଦଶରଥପୁର ବ୍ଲକ ପାଟପୁର ଗାଁରେ ଦହିବରା ଖାଇ ୩୦ ଜଣ ଅସୁସ୍ଥ ହୋଇପଡିଛନ୍ତି। ଏହି ଅସୁସ୍ଥମାନଙ୍କ ମଧ୍ୟରୁ…