ଯାଜପୁର: ଦହିବରା ଖାଇ ୩୦ ଜଣ ଅସୁସ୍ଥ ହୋଇପଡିଛନ୍ତି। ଦଶରଥପୁର ବ୍ଲକ ପାଟପୁର ଗାଁରେ ଦହିବରା ଖାଇ ୩୦ ଜଣ ଅସୁସ୍ଥ ହୋଇପଡିଛନ୍ତି। ଏହି ଅସୁସ୍ଥମାନଙ୍କ ମଧ୍ୟରୁ ଦଶରଥପୁର ମେଡିକାଲରେ ୧୦ ଜଣ, ଯାଜପୁର ମେଡିକାଲରେ ୨୦ ଜଣ ଭର୍ତ୍ତି ହୋଇଛନ୍ତି। ଗତକାଲି ଗାଁକୁ ଆସିଥିବା ଜଣେ ବିକାଳି ଠାରୁ ଦହିବରା ଖାଇଥିଲେ କିଛି ଲୋକେ।


