ଆଜିର ଖବର ବାଣପୁରରେ ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକାଙ୍କର ପ୍ରଶିକ୍ଷଣ ତାଲିମ ଶିବିର ବାଣପୁର: ସ୍ଥାନୀୟ ବାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ -୨ ଠାରେ ପି ଏମ ପୋଷଣ, ଡିପାର୍ଟମେଣ୍ଟ ଭୁବନେଶ୍ୱର ଙ୍କର ନିର୍ଦ୍ଧେଶ ଅନୁଯାୟୀ ଓ ଖୋର୍ଦ୍ଧା ଶିକ୍ଷା ଅଧିକାରୀ…