ଆଜିର ଖବର ନୂତନ ଶ୍ରମ ଆଇନ: ୧ ଘଣ୍ଟା କାମ କଲେ ୨ ଘଣ୍ଟାର ଦରମା ମିଳିବ, ଏବଂ ଅଧିକ ସମୟ ଦେଲେ ଏବେ ଦୁଇଗୁଣ ଦରମା ମିଳିବ! ଆଜି ମଇ ୧ ବା ଆନ୍ତର୍ଜାତୀୟ ଶ୍ରମିକ ଦିବସ । ଶ୍ରମିକଙ୍କ ଅଧିକାର ପାଇଁ ସ୍ୱର ଉଠାଇବା ପାଇଁ ୧୮୮୯ ମସିହା ମେ ୧ ତାରିଖକୁ ଶ୍ରମିକ…