ଆଜିର ଖବର ଭୁବନେଶ୍ଵରରେ କାର୍ଯ୍ୟରତ ଗ୍ୟାଙ୍ଗମ୍ୟାନ୍ କେମିତି ହେଲେ ଆଇପିଏସ୍?: ପଢ଼ନ୍ତୁ ପ୍ରହ୍ଲାଦ ମୀନାଙ୍କ କାହାଣୀ ନୂଆଦିଲ୍ଲୀ: ରାଜସ୍ଥାନର ଦୌସା ଜିଲ୍ଲାର ଏକ ଛୋଟ ଗାଁରୁ ଆସି ରେଳବାଇରେ ଗ୍ୟାଙ୍ଗମ୍ୟାନ୍ ଭାବରେ କାମ କରିଥିବା ପ୍ରହ୍ଲାଦ ମୀନା ୟୁପିଏସସି ପରୀକ୍ଷାରେ ପାସ୍ କରି ଆଇପିଏସ୍…