ଭୁବନେଶ୍ବର: ଦୁଇଦିନିଆ ଓଡିଶାଗସ୍ତ ଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ନୂଆଦିଲ୍ଲୀ ଫେରିଯାଇଛନ୍ତି। ସେ ଗତକାଲି ଅପରାହ୍ନରେ ଓଡିଶା ଆସିଥିଲେ। ଆଜି ବିମାନ ବନ୍ଦରରେ…
president
ନୂଆଦିଲ୍ଲୀ: ପ୍ରତିରକ୍ଷା ବିଭାଗ ମୁଖ୍ୟ ଜେନେରାଲ ଅନିଲ ଚୌହାନ, ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏ ପି ସିଂହ…
ନୂଆଦିଲ୍ଲୀ: ବେଆଇନ ବନ୍ଧୁକ ରଖିବା ଏବଂ ଆୟକର ଛାଡ ମାମଲାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ପୁଅକୁ କ୍ଷମା କରିଛନ୍ତି। ଡିସେମ୍ବର ୧ ତାରିଖରେ ଏକ…
ପୁରୀ: ଆଜି ସକାଳୁ ପୁରୀ ବେଳାଭୂମିରେ ମର୍ଣ୍ଣିଂୱାକ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିଜର ସୁରକ୍ଷା କର୍ମୀଙ୍କ ଗହଣରେ ସେ ବେଳାଭୂମିରେ ବେଶ କିଛି ସମୟ ଚାଲିଥିଲେ।…
ନୂଆଦିଲ୍ଲୀ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଫେବ୍ରୁଆରି ୨୮ରୁ ମାର୍ଚ୍ଚ ୨, ୨୦୨୪ ପର୍ୟ୍ୟନ୍ତ ଝାଡ଼ଖଣ୍ଡ ଓ ଓଡ଼ିଶା ଗସ୍ତରେ ଆସିବେ। ଫେବ୍ରୁଆରି ୨୮ତାରିଖରେ ରାଷ୍ଟ୍ରପତି ରାଞ୍ଚିଠାରେ…
ଭୁବନେଶ୍ବର: ପୁଣି ଥରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା 29 ତାରିଖରେ ସେ ତାଙ୍କ ଜିଲ୍ଲା ମୟୁରଭଂଜ ଗସ୍ତରେ ଆସୁଛନ୍ତି ବୋଲି ସୂଚନା ମିଳିଛି।…
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣି ଥରେ ଓଡିଶା ଆସିବେ। ତେବେ ଏଥର ଗସ୍ତ ତାଙ୍କ ପାଇଁ ଏକ ଐତିହାସିକ ହେବ। କାରଣ ସେ ରାଷ୍ଟ୍ରପତି ହେବା…
କଟକ: ଚାଉଳ ଭାରତୀୟ ଖାଦ୍ୟ ସୁରକ୍ଷାର ଏକ ମୁଖ୍ୟ ଆଧାର ଏବଂ ଆମ ଅର୍ଥବ୍ୟବସ୍ଥାର ଏକ ପ୍ରମୁଖ ଅଙ୍ଗ ବୋଲି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କହିଛନ୍ତି…
ପୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତ ସମସ୍ତଙ୍କ ମନ ମୋହି ନେଇଛି। ସମ୍ବାଧାନର ଉଚ୍ଚ ପଦବୀରେ ଥିବା ଦ୍ରୌପଦୀ ମୁର୍ମୁ ଯେପରି ଭକ୍ତି ପ୍ରଦର୍ଶନ କଲେ…
ନୂଆଦିଲ୍ଲୀ : କୃଷି ବିଲ୍କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି । କୃଷି ବିଲ୍ ଉପରେ ସ୍ବାକ୍ଷର କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସଂସଦର ଉଭୟ ଗୃହରେ…
ଭୁବନେଶ୍ବର,୭/୧୨: ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ…
ଭୁବନେଶ୍ବର, ୭/୧୨: ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶନିବାରଠାରୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଶନିବାର ସନ୍ଧ୍ୟା ୭ଟା…
ଉତ୍ତର ପ୍ରଦେଶ ବାର୍ କାଉନ୍ସିଲ୍ ସଭାପତି ଦର୍ବେଶ ଯାଦବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଜନୈକ ସହଯୋଗୀ ଓକିଲଙ୍କ ଗୁଳିମାଡରେ ଆଗ୍ରା ଜିଲ୍ଳା କୋର୍ଟ ପରିସରରେ ପ୍ରାଣ…
ଜେଡିଏସ୍ କର୍ଣ୍ଣାଟକ ରାଜ୍ୟ ସଭାପତି ଏଚ୍ ବିଶ୍ବନାଥ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି। ମଙ୍ଗଳବାର ନିଜ ଇସ୍ତଫା ପତ୍ରରେ ସହଯୋଗୀ ଦଳ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ…
ଲୋକସଭା ନିର୍ବାଚନରେ ବିଫଳତା ପରେ କଂଗ୍ରେସ ଦଳରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଅଧ୍ୟକ୍ଷ ପଦ ଛାଡ଼ିବା ପାଇଁ ଜିଦ୍ ଧରିଥିବାବେଳେ ତାଙ୍କୁ ମନାଇବାରେ ଲାଗିଛନ୍ତି କଂଗ୍ରେସ…
ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳରୁ ଇସ୍ତଫା ଦେବା କାର୍ଯ୍ୟକ୍ରମ ଜାରି ରହିଛି। ଆଜି ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ସୁନୀଲ୍ ଜାଖଡ୍ ଓ ପ୍ରଭାରୀ…
ସୁପ୍ରିମ୍କୋର୍ଟଙ୍କ ଦ୍ବାରା ନିଯୁକ୍ତ ଚାରିଜଣ ବିଚାରପତିଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଂଜୁରୀ ଦେଇଛନ୍ତି। ଏହି ଚାରିଜଣ ବିଚାରକମାନେ ହେଲେ ବମ୍ବେ ହାଇକୋର୍ଟର ଜଷ୍ଟିସ୍ ବିଆର ଗବଇ,…
ପାକିସ୍ତାନ ରାଷ୍ଟ୍ରପତି ଡ. ଆରିଫ୍ ଆଲ୍ଭି ପାକିସ୍ତାନକୁ ଶାନ୍ତିପ୍ରିୟ ରାଷ୍ଟ୍ର ବୋଲି ଅଭିହିତ କରିବା ସହିତ ଭାରତ ଆତଙ୍କବାଦର ପ୍ରଚାର କରୁଛି ବୋଲି ଅଭିଯୋଗ ଆଣିଛନ୍ତି। ବୁଧବାର…
ଶ୍ରୀଲଙ୍କାର କଲୋମ୍ବୋରେ ଗତ ରବିବାର ଦିନ ଘଟି ଯାଇଥିବା ଆତ୍ମଘାତୀ ବିସ୍ଫୋରଣ ଘଟଣାରେ ଶ୍ରୀଲଙ୍କାର ରାଷ୍ଟ୍ରପତି ମୈଥ୍ରିପାଲା ସିରିସେନା ଦେଶର ସୁରକ୍ଷା ଦାୟିତ୍ବରେ ଥିବା ଦୁଇ ଶୀର୍ଷ…
ସେନାର ରାଜନୀତିକରଣ ହେଉଥିବା ନେଇ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଛନ୍ତି ସେନାର ବରିଷ୍ଠ ଏବଂ ଅବସରପ୍ରାପ୍ତ କର୍ମଚାରୀ। ରାମନାଥ କୋବିନ୍ଦଙ୍କୁ ଲେଖାଯାଇଥିବା ଏହି ପତ୍ରରେ ୮ ଜଣ ପୂର୍ବତନ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ନେତାଙ୍କ ଟିପ୍ପଣୀ ଉପରେ କଡା ନଜର ରଖିଛି ନିର୍ବାଚନ କମିଶନ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଯେମିତି ଆଚରଣ ସଂହିତା ଉଲ୍ଲଂଘନ ନ…