ଆଜିର ଖବର ମୁକେଶ ଅମ୍ବାନୀଙ୍କୁ ‘ପ୍ରଧାନମନ୍ତ୍ରୀ’ କହି ମସ୍କଙ୍କ କଟାକ୍ଷ, ଷ୍ଟାରଲିଙ୍କକୁ ନେଇ ବଢ଼ିଲା ବିବାଦ ନୂଆଦିଲ୍ଲୀ: ବିଶ୍ୱର ଦୁଇ ପ୍ରମୁଖ ଧନକୁବେରଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ବିବାଦ। ଗୋଟିଏ ପଟେ ଟେସଲା ଓ ସ୍ପେସ୍ଏକ୍ସର ମୁଖ୍ୟ ଏଲୋନ୍ ମସ୍କ, ଅନ୍ୟପଟେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର…