thesamikhsya

ପାକିସ୍ତାନରେ ଏକ ଶକ୍ତିଶାଳୀ ବୋମା ବିସ୍ଫାେରଣରେ ୧୬ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନୀ ସହର କ୍ବେଟାର ଦକ୍ଷିଣ ପଶ୍ଚିମ ଇଲାକାରେ ଏହି ବିସ୍ଫୋରଣ ଘଟିଛି। ସିଆ ସମ୍ପ୍ରଦାୟର…

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ନିର୍ବାଚନୀ ଗସ୍ତ କରିଛନ୍ତି। ସେଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଜନସଭାକୁ…

ଆଜି ସପ୍ତଦଶ ଲୋକସଭାର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଅବସରରେ ଓଡ଼ିଶାର ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଓ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍‌ଦାନ ପ୍ରକ୍ରିୟା ଆରମ୍ଭ…

ବିଜେପି ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଆଜି ଆମେଥିରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ନିଜର…

ଲଗାତାର ପଞ୍ଚମଥର ପାଇଁ ଆଜି ରାୟବରେଲିରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଏହି ନାମାଙ୍କନ ପତ୍ର ଦାଖଲ ସମୟରେ ରାହୁଲ୍‌ ଗାନ୍ଧି,…

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ଜାରି ରହିଚି। ପୂର୍ବାହ୍ନ ୩ଟା ସୁଦ୍ଧା ୩୦ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ୫୭ ପ୍ରତିଶତ ମତଦାନ ହୋଇଛି। ଏନେଇ ମୁଖ୍ୟ…

ଓ୍ବିକିଲିକ୍ସର ସହ ପ୍ରତିଷ୍ଠାତା ଜୁଲିଆନ୍‌ ଆସାଞ୍ଜଙ୍କୁ ଲଣ୍ଡନରେ ଗିରଫ କରାଯାଇଛି। ଆସାଞ୍ଜଙ୍କୁ ଲଣ୍ଡନ ସ୍ଥିତ ଇକ୍ବେଡର ଦୂତାବାସରେ ଗିରଫ କରାଯାଇଛି। ସ୍ବିଡେନକୁ ପତ୍ୟର୍ପିତ ହେବା ଭୟରେ ଆସାଞ୍ଜ…

ୟୁପିଏ ମୁଖ୍ୟ ସୋନିଆ ଗାନ୍ଧୀ ରାଏବରେଲୀ ସାମ୍ବିଧାନିକ କ୍ଷେତ୍ରରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପୂର୍ବରୁ ସୋନିଆ ଏକ ରୋଡ ଶୋ ଜରିଆରେ…

ପୂର୍ବତନ ଭାରତୀୟ ପେସ୍‌ ବୋଲର ରାଜୁ କୁଲକର୍ଣ୍ଣୀ ମୁମ୍ବାଇ କ୍ରିକେଟ ସଂଘ(ଏମ୍‌ସିଏ)ର କ୍ରିକେଟ ଉପଦେଷ୍ଟା କମିଟିରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏମ୍‌ସିଏର ଆଡ୍‌ ହକ୍‌ କମିଟିକୁ ନିଜର…

ସିଙ୍ଗାପୁର ଓପନ ଦ୍ବିତୀୟ ଦିବସରେ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି। ଭାରତୀୟ ଖେଳାଳିଙ୍କ ମଧ୍ୟରେ ପିଭି ସିନ୍ଧୁ ଏବଂ ସାଇନା ନେହ୍ବାଲ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ…

ଆଜି ସପ୍ତଦଶ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ଗ୍ରହଣ ଅନୁଷ୍ଠିତ ହେଉଛି। ଏହି ଉଦ୍ଦେଶ୍ୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଏକ ଟୁଇଟ୍‌ କରିଛନ୍ତି।…

ଚାଇନିଜ୍‌ ସ୍ମାର୍ଟଫୋନ୍‌ କମ୍ପାନୀ ସାଓମିର ପ୍ରତିଷ୍ଠାତା ଲେଇ ଜୁନ୍‌ ନିଜର ୬୬୫୦କୋଟି ଟଙ୍କା ଦାନ କରିବାର ନିଷ୍ପତ୍ତି ନେଇଛନ୍ତି। କମ୍ପାନୀର ଲାଭାଂଶରୁ ୯୬୧ ମିଲିୟନ୍‌ ଡଲାର ଜୁନ୍‌ଙ୍କୁ…

ଭାରତୀୟ ଗଣତନ୍ତ୍ରର ମହାପର୍ବ ‘ ନିର୍ବାଚନ’କୁ ସମ୍ମାନ ଜଣାଇ ଗୁଗଲ ସଚେତନତା ବାର୍ତ୍ତା ଜାରି କରିଛି। ଗୁଗଲ ପକ୍ଷରୁ ଏନେଇ ଏକ ସ୍ବତନ୍ତ୍ର ଡୁଡଲ ପ୍ରସ୍ତୁତ କରାଯାଇଛି।…

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇସାରିଲାଣି। ଏଭଳି ସମୟରେ ରାଜ୍ୟରେ କଂଗ୍ରେସର ଅବସ୍ଥା ବେଶ୍‌ ସଂକଟାପନ୍ନ ମନେ ହେଉଛି। ଟିକେଟ ବଣ୍ଟନକୁ ନେଇ କଂଗ୍ରେସ ଭିତରେ…

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ବଡ ଧରଣର ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଗୁରୁବାର ସକାଳେ ଦ୍ରୁତ ଗତିରେ ଲକ୍ଷ୍ନୌରୁ ଆଗ୍ରା ଆସୁଥିବା ଏକ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆକ୍ରମଣ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ସେ ଏକାଧିକ ଟ୍ବିଟ୍‌ ଜରିଆରେ କହିଛନ୍ତି, ପୁଲଓ୍ବାମା ଆକ୍ରମଣ ମୋଦିଙ୍କୁ ରାଜନୈତିକ ଫାଇଦା…

ଆନ୍ଧ୍ରପ୍ରଦେଶରେ ଜନସେନା ଦଳର ଜଣେ ବିଧାୟକ ପ୍ରାର୍ଥୀ ନିର୍ବାଚନୀ ବୁଥ୍‌ରେ ଇଭିଏମ୍‌ ଭାଙ୍ଗିଛନ୍ତି। ଇଭିଏମ୍‌ ଭାଙ୍ଗିବା ପରେ ବିଧାୟକ ପ୍ରାର୍ଥୀଙ୍କୁ ପୋଲିସ୍‌ ଗିରଫ କରି ନେଇଛି। ଗୁରୁବାର…

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ମତଦାନ ଆରମ୍ଭ ହୋଇସାରିଛି। ଭୋଟରମାନେ ୪ଲୋକସଭା ଓ ୨୮ ଟି ବିଧାନସଭା ପାଇଁ ମତଦାନ କରୁଛନ୍ତି। ତେବେ ରାଜ୍ୟର…

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଶାନ୍ତିପୂର୍ଣ୍ଣ ଭାବେ ମତଦାନ ପାଇଁ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ବୁଥ୍‌…