ଜାତୀୟ ଖବର ଆଜି ଉତ୍ତର ପ୍ରଦେଶରେ କ୍ୟାବିନେଟ୍ ସଂପ୍ରସାରଣ : ଜାଣନ୍ତୁ କିଏ ପଡିବେ ବାଦ ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଯୋଗୀ କ୍ୟାବିନେଟ୍ ସଂପ୍ରସାରଣ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରାଯାଇଛି। ଯୋଗୀ କ୍ୟାବିନେଟ୍ ସଂପ୍ରସାରଣ ଆଜି ଅପରାହନ ୩:୩୦ ରେ ହେବ। ଏହି ସମୟରେ,…