Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ଆଇଏଏସ ସ୍ତରରେ ଛୋଟ ଅଦଳବଦଳ. ସଂଜୟ ସିଂଙ୍କୁ ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ଦାୟିତ୍ବ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ସେହି ଅନୁସାରେ ଯେଉଁ ଅଦଳବଦଳ ହୋଇଛି ତାହା ହେଲା

1- ଦେଓରଂଜନ କୁମାର ସିଂ- ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନ ସହିତ ସେ ଓଡିଶା ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ ରହିବେ।

2- ବିଶାଳ କୁମାର ଦେବ- ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ସହିତ ତାଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ

3- ସଞ୍ଜୟ କୁମାର ସିଂ- ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକସଂପର୍କ ବିଭାଗ ସହିତ ତାଙ୍କୁ ଅତିରିକ୍ତ ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦାୟିତ୍ବ

4- ଭାସ୍କର ଜ୍ୟୋତି ଶର୍ମା- କ୍ରୀଡା ଓ ଯୁବ ବ୍ୟାପାର ସହିତ ତାଙ୍କୁ ଓପିଟିସିଏଲ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ

5- ଗିରିଶ ଏସ ଏନ- କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ

6- ଗୁହା ପୁନମ ତାପସ କୁମାର – ବୟନ, ହସ୍ତତନ୍ତ ଏବଂ ହସ୍ତକଳା ବିଭାଗର ସଚିବ

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ, ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ବର: ଆଜି ରାଜ୍ୟ ସରକାର ବରିଷ୍ଠ ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଦେଖନ୍ତୁ ପୁରା ତାଲିକା

ସତ୍ୟବ୍ରତ ସାହୁ– ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ଦାୟିତ୍ବ

ଦେଓ ରଞ୍ଜନ ସିଂହ– ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏବଂ ସ୍ବତନ୍ତ୍ର ରିଲିଫ କମିଶନର

ସୁରେନ୍ଦ୍ର କୁମାର- ପର୍ଯ୍ୟଟନ ବିଭାଗ ସହ ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ

ହେମନ୍ତ ଶର୍ମା- ଶକ୍ତି ବିଭାଗର ପ୍ରମୁଖ୍ୟ ସଚିବ ସହ ପୂର୍ବର ଶିଳ୍ପ ଏବଂ ଏମଏସଏମଇ ଏବଂ ଇପିକଲର ଅଧ୍ୟକ୍ଷ ରହିବେ

ବିଷ୍ଣୁପଦ ସେଠୀ– ଓଡ଼ିଆ ଭାଷା, ସଂସ୍କୃତି ବିଭାଗର ପ୍ରମୁଖ୍ୟ ସଚିବ

ଉଷା ପାଢ଼ୀ- ନଗରଉନ୍ନୟନ ବିଭାଗର ମୁଖ୍ୟ ସଚିବ, ସେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ

ବିଶାଳ ଗଗନ-ନୂଆଦିଲ୍ଲୀରେ ଆବାସିକ କମିଶନର

ଏନବିଏସ ରାଜପୁତ– ରାଜ୍ୟପାଳଙ୍କ ପ୍ରମୁଖ ସଚିବ ସହ କୌଶଳ ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗ

ଶାଳିନୀ ପଣ୍ଡିତ- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ସହିତ ମିଶନ ଶକ୍ତି ସଚିବ

ଅସ୍ବଥି ଏସ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର

ରୁପା ରୋଶନ ସାହୁ– ଦକ୍ଷିଣାଂଚଳ ଆରଡିସି

ସଚିନ ରାମଚନ୍ଦ୍ର ଯାଦବ– ଆରଡିସି, ସମ୍ବଲପୁର

ବଳବନ୍ତ ସିଂହ- ପର୍ଯ୍ୟଟନ ବିଭାଗର କମିଶନର ସହିତ ପୂର୍ବର ବିଭିନ୍ନ ସଂସ୍ଥାର ଅଧ୍ୟକ୍ଷ

ବି ପରମେଶ୍ୱରନ- ଆରଡିସି, କଟକ

ୟାମିନ ଷଡଙ୍ଗୀ– ଜିଏସଟି ଏବଂ ବାଣିଜ୍ୟ କର କମିଶନର ଭାବେ ଅତିରିକ୍ତ ଦାୟିତ୍ବ। ସେ ପୂର୍ବପରି ଆଦର୍ଶ ବିଦ୍ୟାଳୟ ଏବଂ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ରହିବେ।

ଏନ ତିରୁମାଲା ନାୟକ– ବିଡିଏର ଭାଇସ ଚେୟାରମ୍ୟାନ

ସମର୍ଥ ବର୍ମା– ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ

ଅନନ୍ୟା ଦାସ- ଓସେପାର ନିର୍ଦ୍ଦେଶିକା

Categories
ଆଜିର ଖବର ରାଜ୍ୟ ଖବର

ଆଇଏଏସ ସ୍ତରରେ ଅଦଳବଦଳ, ବଦଳିଲେ ତିନି ଜିଲ୍ଲାର ଜିଲ୍ଲାପାଳ

ଭୁବନେଶ୍ବର: ଆଇଏଏସ ସ୍ତରରେ ବୁଧବାର ଦିନ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏଥିରେ ତିନିଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ବାଲେଶ୍ଵର, ମୟୂରଭଞ୍ଜ ଏବଂ ପୁରୀ ଜିଲ୍ଲା। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ଏକ ବିଜ୍ଞପ୍ତି ଜାରି କରାଯାଇଛି। ସେହି ଅନୁସାରେ

ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାସଙ୍କୁ କଟକ ମହାନଗର ନିଗମର ନୂଆ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି କଟକ ମହାନଗର ନିଗମର କମିଶନର ଥିବା ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କୁ ପୁରୀ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ଏହା ସହିତ ବାଲେଶ୍ଵର ଜିଲ୍ଲାପାଳ ଥିବା ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାପାଳ ଥିବା ଆଶିଷ ଠାକରେଙ୍କୁ ବାଲେଶ୍ଵର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନିର୍ବାଚନ ପୂର୍ବରୁ ଆଇଏଏସ ସ୍ତରରେ ରାଜ୍ୟ ସରକାର କଲେ ଏକ ବଡ ଧରଣର ଅଦଳବଦଳ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି। ଏଥିରେ ପୁର ଖୋର୍ଦ୍ଧା ଜିଲ୍ଲାପାଳ ସହିତ …ଜଣଙ୍କୁ ବଦଳି କରିଛନ୍ତି। ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ମଧ୍ୟ ରାଜ୍ୟ ସରକାର ବଦଳି କରିଛନ୍ତି। ଯେଉଁମାନଙ୍କର ବଦଳି ହୋଇଛି ସେମାନେ ହେଲେ

1- ତେମଜେନୱାପଙ୍ଗ ଆଓ- ପବ୍ଲିକ ଏଣ୍ଟରପ୍ରାଇଜେସ ସଚିବ

2- ରଞ୍ଜନ ଦାସ- କେନ୍ଦ୍ରାଞ୍ଚଳ ଆରଡିସି

3- ଶ୍ରୀକାନ୍ତ ପୃଷ୍ଟି- ଉତ୍ତରାଞ୍ଚଳ ଆରଡିସି,

4- ସମର୍ଥ ବର୍ମା- ଶ୍ରୀ ଜଗନ୍ନାଥ ମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ

5-ଆଶିଷ ଠାକରେ- ମୟୁରଭଞ୍ଜ ଜିଲ୍ଲାପାଳ

6- କେ ସୁଦର୍ଶନ ଚକ୍ରବର୍ତ୍ତୀ- ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ

7- ବିନୀତ ଭରଦ୍ୱାଜ- କଟକ ଜିଲ୍ଲାପାଳ

8- ନିଖିଳ ପବନ କଲ୍ୟାଣ- ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ

9- ବିଜୟ କୁମାର ଦାସଙ୍କୁ ପୁରୀ ଜିଲ୍ଲାପାଳ

10- ମୋନିସା ବାନାର୍ଜୀ- ସାମାଜିକ କଲ୍ୟାଣ ବିଭାଗର ନିର୍ଦ୍ଦେଶିକା

11- ଚଞ୍ଚଳ ରଣା- ଖୋର୍ଦ୍ଧା ଜିଲ୍ଲାପାଳ

12- ସ୍ଵଧା ଦେବ ସିଂହ- ନୟାଗଡ ଜିଲ୍ଲାପାଳ

13- ସିଦ୍ଧାର୍ଥ ଶଙ୍କର ସ୍ୱାଇଁ- ସିଏମସି କମିଶନର

14- ଚକ୍ରବର୍ତ୍ତୀ ସିଂହ ରାଠୋର- ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମସଚିବ

15- ଅବଦଲ ଏମ ଅଖତାର- ଅନୁଗୁଳ ଜିଲ୍ଲାପାଳ

16- ଅମୃତ ଋତୁରାଜ- ଶ୍ରମ କମିଶନର

17- ଅନନ୍ୟା ଦାସ- ହସ୍ତଶିଳ୍ପ ଯୁଗ୍ମ ସଚିବ

18- ବିଶାଳ ସିଂହ- କେଉଁଝର ଜିଲ୍ଲାପାଳ

19- ଡ଼.ଶୁଭଙ୍କର ମହାପାତ୍ର- ଯାଜପୁର ଜିଲ୍ଲାପାଳ

20- କୀର୍ତ୍ତି ଭାଶନ- କୋରାପୁଟ ଜିଲ୍ଲାପାଳ

21- ସୂର୍ଯ୍ୟବଂଶୀ ମୟୁର ବିକାଶ- କେନ୍ଦ୍ରାପଡା ଜିଲ୍ଲାପାଳ

22- ଜେ ସୋନାଲ- ବୌଦ୍ଧ ଜିଲ୍ଲାପାଳ,

23- ଅଗ୍ରୱାଲ ଅକ୍ଷୟ ସୁନୀଲ- ସମ୍ୱଲପୁର ଜିଲ୍ଲାପାଳ

24- ଆଦିତ୍ୟ ଗୋୟଲ- ବରଗଡ଼ ଜିଲ୍ଲାପାଳ

25- ଅନୟା ଦାସ- ସୋନପୁର ଜିଲ୍ଲାପାଳ

26- ମନୋଜ ମହାଜନ- ରାୟଗଡା ଜିଲ୍ଲାପାଳ

27- ପାୱାର ସଚିନ ପ୍ରକାଶ- ମାଲକାନଗିରି ଜିଲ୍ଲାପାଳ

28- ଗୌରବ ଶିବାଜୀ ଇସାଲୱାର- ବଲାଙ୍ଗୀର ଜିଲ୍ଲାପାଳ

29- କୁଲକମି ଆଶୁତୋଷ- ରାଉରକେଲା ମ୍ୟୁନିସିପାଲଟି କମିଶନର

30- ମଧୁମିତା- ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନର କମିଶନର

31- ବିଭୁତି ଭୂଷଣ ନାୟକ- ମୟୁରଭଞ୍ଜ ଏଡ଼ିଏମ

32- ଦୀନ ଦାସ୍ତାଗର- ବ୍ରହ୍ମପୁର ମୁନିସପାଲର ଡେପୁଟି କମିଶନର

33-ରୀନା ପ୍ରଧାନ- ଉପଜିଲ୍ଲାପାଳ ବାଲିଗୁଡା

34-ପ୍ରଥାମିଶ ଅରବିନ୍ଦ- ବାଲେଶ୍ବର ଉପଜିଲ୍ଲାପାଳ

35-କୀରଣଦୀପ ସୋହତା- ରାୟଗଡା ଉପଜିଲ୍ଲାପାଳ

36-ରେହେନ ଖାତ୍ରୀ- ଟିଟିଲାଗଡ ଉପଜିଲ୍ଲାପାଳ

37-ଧୀମନ ଚମକା- ଧର୍ମଗଡ ଉପଜିଲ୍ଲାପାଳ

38- ବିମଳେନ୍ଦୁ ରାୟ- ନିର୍ଦ୍ଦେଶକ ଇପିଏମ

39-ନୃସିଂହ ସ୍ବାଇଁ- ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ବତନ୍ତ୍ର ସଚିବ

40- ନରହରି ସେଠୀ- ଅତିରିକ୍ତ ସଚିବ ଜଳ ସଂପଦ ବିଭାଗ

Categories
ଆଜିର ଖବର ରାଜ୍ୟ ଖବର

ଆଇଏଏସ ସ୍ତରରେ ଅଦଳ ବଦଳ, ବିଷ୍ଣୁପଦ ସେଠୀଙ୍କୁ ମିଳିଲା ନୂଆ ଦାୟିତ୍ବ

ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ଦୀର୍ଘମାସ ଧରି ପଦବୀବିହିନ ହୋଇପଡିଥିବା ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ନିଯୁକ୍ତି ମିଳିଛି। ତାଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ କରାଯାଇଛି।

ବିଷ୍ଣୁପଦଙ୍କୁ ମିଶାଇ ମୋଟ ଆଠ ଜଣ ଆଇଏଏସଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି। ସେମାନେ ହେଲେ..

1- ବିଷ୍ଣୁପଦ ସେଠୀ- ପ୍ରମୁଖ ଶାସନ ସଚିବ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ

2- ଭାସ୍କର ଜ୍ୟୋତି ଶର୍ମା- କମିଶନର ଲ୍ୟାଣ୍ଡ ରେକର୍ଡସ ଓ  ସେଟେଲମେଣ୍ଟ

3- ବି ପରମେଶ୍ବରନ- କମିଶନର କନସଲୋଡେସନ

4- ଜ୍ୟୋତିପ୍ରକାଶ ଦାସ- ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶ

5- ରାମାଶିଷ ହାଜରା- ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନର ସଭାପତି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେ ବର୍ତ୍ତମାନ ପଶୁ ସଂପଦ ବିଭାଗର ନିର୍ଦ୍ଦେଶକ ଅଛନ୍ତି।

6- ଅରିନ୍ଦମ ଡାକୁଆ- ପାନୀୟ ଜଳ ଓ ପରିମଳ ବିଭାଗ  ନିର୍ଦ୍ଦେଶକ।

7– ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଏସଟି ବିଭାଗର ନିର୍ଦ୍ଦେଶକ

8- ସୁବ୍ରତ ଶତପଥିଙ୍କୁ  ଆଇଜିଆର୍ ଭାବେ ଅତିରିକ୍ତ ଦାୟିତ୍ବ , ସେ ବର୍ତ୍ତମାନ ବୋର୍ଡ ଅଫ ରେଭିନ୍ୟୁର ଆର୍ଥିକ ଉପଦେଷ୍ଠା ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଇଏଏସ୍ ସ୍ତରରେ ଛୋଟଧରଣର ଅଦଳବଦଳ, ବଦଳିଲେ ବୋର୍ଡ ସଭାପତି

ଭୁବନେଶ୍ବର: ଆଇଏଏସ୍ ସ୍ତରରେ ଛୋଟଧରଣର ଅଦଳବଦଳ ହୋଇଛି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ସେହି ଅନୁସାରେ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ତଥା ୨୦୧୦ ବ୍ୟାଚ୍ ଆଇଏଏସ୍ ରମାଶିଷ ହାଜରା ରାଜ୍ୟ ପଶୁସମ୍ପଦ ବିଭାଗର ନୂଆ ନିର୍ଦ୍ଦେଶକ ଭାବେ ବଦଳି ହୋଇଛନ୍ତି।ସେହି ବ୍ୟାଚର ଆଇଏଏସ୍ ତଥା କଟକରେ ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ ବା ଆଇଜିଆର ଜ୍ୟୋତିପ୍ରକାଶ ଦାସ ନିଜ ଦାୟତ୍ୱ ସହ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ ସଭାପତି ଦାୟିତ୍ୱ ତୁଲାଇବେ।

ସେହିପରି ରାଜ୍ୟ ପଶୁସମ୍ପଦ ବିଭାଗର ନିର୍ଦ୍ଦେଶକ ଥିବା ତଥା ୨୦୧୪ ବ୍ୟାଚ୍ ଆଇଏଏସ୍ ଡଃ ୟେଦୁଲା ବିଜୟଙ୍କୁ ବିଜ୍ଞାନ ଓ କାରିଗରି କୌଶଳ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ

ଭୁବନେଶ୍ବର: ଆଜି ବରିଷ୍ଠ ଆଇଏଏସ ସ୍ତରରେ ଛୋଟ ଧରଣ ଅଦଳ ବଦଳ କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ

1- ସତ୍ୟବ୍ରତ ସାହୁ– ରାଜସ୍ବ-ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଅତିରିକ୍ତ ଭାବେ ସ୍ବତନ୍ତ୍ର ରିଲିଫ କମିଶନର ଦାୟିତ୍ବ ଦିଆଯାଇଛି।

2- ନିକୁଞ୍ଜ ବିହାରୀ ଧଳ- ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ସେ ଯେଉଁଦିନ ଦାୟିତ୍ବ ନେବେ ସେହିଦିନ ତାଙ୍କ ପାଖରେ ଥିବା ସମସ୍ତ ବିଭାଗ ଦାୟିତ୍ବରୁ ମୁକ୍ତ ହେବେ।

3-ସୁଶୀଳ କୁମାର ଲୋହାନୀ- ପଞ୍ଚାୟତ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଅବକାରୀ ବିଭାଗ ଅତିରିକ୍ତ ଦାୟିତ୍ବ ପ୍ରଦାନ।

4-ସଂଜୟ କୁମାର ସିଂ- ପ୍ରମୁଖ ଶାସନ ସଚିବ ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ, ଜିଏସଟି କମିଶନରଙ୍କୁ ଅତିରିକ୍ତ ଭାବେ ଶକ୍ତି ବିଭାଗ ଦାୟିତ୍ବ ପ୍ରଦାନ।

5-ଜ୍ଞାନ ରଂଜନ ଦାସ– ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷର ଏକ୍ସକ୍ୟୁଟିଭ ନିର୍ଦ୍ଦେଶକରୁ ତାଙ୍କୁ ସେହି ବିଭାଗର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପ୍ରଦାନ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

BEAKING: ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ, ସଂଜୟ ସିଂଙ୍କୁ ପୁଣି ମିଳିଲା ଅତିରିକ୍ତ ଦାୟିତ୍ବ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ ସ୍ତରରେ କେତେକ ଅଦଳବଦଳ କରିଛନ୍ତି। ମୁଖ୍ୟତଃ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା କେନ୍ଦ୍ରୀୟ ଡେପୁଟେସରେ ଯିବାପରେ ଏହି ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଯେଉଁ ଅଦଳବଦଳ ହୋଇଛି ତାହା ହେଲା

1- ସୁଶୀଲ କୁମାର ଲୋହାନୀ- ରାଜ୍ୟ ପଞ୍ଚାୟତିରାଜ ଓ ପାନ୍ୟଜଳ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେ ଏବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଏଥିସହ ସେ ଅବାକାରୀ ବିଭାଗର ସଚିବ ପଦ ମଧ୍ୟ ତାଙ୍କ ପାଖରେ ରହିଛି।

2- ଦେଓରଞ୍ଜନ ସିଂହ- ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ ଦେଓରଂଜନ ସି ଙ୍କୁ ରାଜ୍ୟ ଅବକାରୀ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ଶ୍ରୀ ସିଂହ ଓଏମସି ଅଧ୍ୟକ୍ଷ, ଇଡକଲ ଅଧ୍ୟକ୍ଷ, ଓଏମସିଏଲର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ପୂର୍ବପରି ତୁଲାଇବେ। ସେ ଦାୟିତ୍ବ ନେବା ପରେ ଲୋହାନୀ ଏହି ପଦରୁ ହଟିଯିବେ।

3- ସଞ୍ଜୟ କୁମାର ସିଂହ- ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହଙ୍କୁ ଅତିରିକ୍ତ ଭାବେ ବାଣିଜ୍ୟ କର ଓ ଜିଏସ୍‌ଟି କମିଶନ ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଶ୍ରୀ ସିଂହ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ, ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟସିଟି ପରିଚାଳନା ନିର୍ଦ୍ଦେଶ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇଛନ୍ତି। ସେ ପୂର୍ବପରି ଏହି ଦାୟିତ୍ବରେ ମଧ୍ୟ ରହିବେ।

ଆଇଏଏସ ଅଶୋକ କୁମାର ମୀନାଙ୍କ କେନ୍ଦ୍ରୀୟ ଡେପୁଟେସନ ଯିବା ପାଇଁ ନିଷ୍ପତି ହୋଇସାରିଛି। ଏପରିକି ସେ କେନ୍ଦ୍ରରେ କେଉଁ ଦାୟିତ୍ବରେ ରହିବେ ତାହା ମଧ୍ୟ ଗତ ମାସରେ ଘୋଷଣା ହୋଇସାରିଛି। ସେହି ଅନୁସାରେ ସେ ଭାରତୀୟ ଖାଦ୍ୟ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ହେବେ। ସେହିପରି 2006 ବ୍ୟାଚର ଆଇଏଏସ ରୂପା ରୋଶନ ସାହୁ କେନ୍ଦ୍ର ସରକାରଙ୍କ ଯୁଗ୍ନ ସଚିବ ପ୍ୟାହାକୁ ଉନ୍ନତ ହୋଇଛନ୍ତି। ସେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଇଏଏସ ଅଦଳବଦଳ, ସଂଜୟ ସିଂ ହେଲେ ଆରଡି ସଚିବ, ଓଡିଶା ଫେରିଲେ ଅରବିନ୍ଦ ପାଢୀ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି। ସେହି ଅନୁସାରେ ନିମ୍ନଲିଖିତ ଅଫିସରମାନଙ୍କର ଅଦବଦଳ ହୋଇଛି

1- ବିଷ୍ଣୁପଦ ସେଠୀ- ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ନିଯୁକ୍ତ ହୋଇଛନ୍ତି । ଏଥିସହିତ ସେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

2- ଅରବିନ୍ଦ ପାଢୀ-  କୃଷି ବିଭାଗର ପ୍ରମୁଖ ଶାସନ ସଚିବ ନିଯୁକ୍ତ ହୋଇଛନ୍ତି । ତାଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି । ସେ ଡେପୁଟେସନରୁ ଫେରିଲେ ଏହି ବିଭାଗରେ ଯୋଗ ଦେବେ।

3- ସଞ୍ଜୟ କୁମାର ସିଂହ- ଗ୍ରାମ୍ୟଉନ୍ନୟନ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ମିଳିଛି । ଏହା ସହ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବା ଭାବେ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ବିଡିଏ ଏବଂ ସ୍ମାର୍ଟ ସିଟି ଦାୟିତ୍ବରେ ମଧ୍ୟ ରହିବେ। ସଂଜୟ ସିଂ ଯୋଗଦେବା ପରେ ଡିସି ପ୍ରଦୀପ ଜେନା ଏହି ଦାୟିତ୍ବରୁ ମୁକ୍ତ ହେବେ।

4- ଅସ୍ୱାଥା. ଏସ- ଗଣଶିକ୍ଷା ବିଭାଗ ସଚିବ ତଥା କମିଶନର ନିଯୁକ୍ତ ହୋଇଛନ୍ତି । ସେ ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ପାଇଁ ନିଯୁକ୍ତ ହେଲେ ନୂଆ ମୁଖ୍ୟ ପ୍ରଶାସକ, ଆଇଏଏସ ସ୍ତରରେ ଛୋଟ ଅଦଳବଦଳ

ଭୁବନେଶ୍ବର: ଗତକାଲି ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ସେହି ଅନୁସାରେ ବରିଷ୍ଠ ଆଇଏଏସ ବୀର ବିକ୍ରମ ଯାଦବ ହେଲେ ପୁର୍ତ୍ତ ବିଭାଗର ପ୍ରମୁଖ ସଚିବ। ଏଥିସହିତ ସେ ପୂର୍ବପରି ଖାଦ୍ୟ ଓ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ମଧ୍ୟ କାର୍ଯ୍ୟ କରିବେ। ଏହି ଦୁଇ ବିଭାଗ ସହିତ ତାଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

ସେହିପରି ନିକୁଞ୍ଜ ସୁନ୍ଦର ରାୟ କେନ୍ଦ୍ରରୁ ଆସିବା ପରେ ତାଙ୍କୁ ସାଧାରଣ ଉଦ୍ୟୋଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଅନ୍ୟତମ ବରିଷ୍ଠ ପ୍ରଶାସକ ସଂଜୀବ କୁମାର ଚଢା ତାଙ୍କର କୃଷି ଓ କୃଷକ ଶସକ୍ତ ବିଭାଗ ସହିତ ସମବାୟ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ସମ୍ଭାଳିବେ। ଲଘୁ ଖଣିଜ ସଂପଦର ନିର୍ଦ୍ଦେଶକ ଥିବା ଶୁଭମ୍ ସାକ୍ସେନାଙ୍କୁ ଯୋଗାଣ ନିଗମର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ବରିଷ୍ଠ ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ସ୍କୁଲ ଓ ଗଣଶିକ୍ଷା ବିଭାଗରେ ନୂଆ ମୁଖିଆ

ଭୁବନେଶ୍ବର: ନୂଆବର୍ଷରେ ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ସେହି ଅନୁସାରେ କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମାଙ୍କୁ ନୂଆ ଦାୟିତ୍ବ ମିଳିଛି। ସେହିପରି ସ୍କୁଲ ଓ ଗଣ ଶିକ୍ଷା ବିଭାଗକୁ ଆସିଛନ୍ତି ନୂଆ ସଚିବ। ବିଜ୍ଞପ୍ତି ଅନୁସାରେ ଯେଉଁମାନଙ୍କୁ ନୂଆ ଦାୟିତ୍ବ ମିଳିଛି ସେମାନେ ହେଲେ

1- ରାଜ କୁମାର ଶର୍ମା- ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

2-ସଂଜୀବ ଚୋପ୍ରା- ଅତିରିକ୍ତ ମୁଖ୍ୟ ଶାସନ ସଚିବ କୃଷି ଉତ୍ପାଦନ କମିଶନର, ପୂର୍ବପରି ସେ ଗୃହ ବିଭାଗ ଦାୟିତ୍ବରେ ରହିବେ।

3-ମଧୁସୂଦନ ପାଢୀ- ପ୍ରିନସପାଲ ସଚିବ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ

4-ସତ୍ୟବ୍ରତ ସାହୁ- ପ୍ରିନସପାଲ ସଚିବ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ

5-ରଂଜନା ଚୋପ୍ରା- ଏସଟି ଏସି ଉନ୍ନୟନ ପ୍ରିନସପାଲ ସଚିବ ସହିତ ତାଙ୍କୁ ଏମଏସଏମଇ ର ଅତିରିକ୍ତ ଦାୟିତ୍ବ ପ୍ରଦାନ

6- ହେମନ୍ତ ଶର୍ମା-  ଇଡକୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ, ସେ ପୂର୍ବପରି ତାଙ୍କର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ଇପିକଲର ଅଧ୍ୟକ୍ଷ ରହିବେ।

7-ବିଷ୍ଣପଦ ସେଠୀ- ସ୍କୁଲ ଓ ଗଣଶିକ୍ଷା ବିଭାଗର  ପ୍ରିନସପାଲ ସଚିବ ଏଥିସହିତ ବାଣିଜ୍ୟ ଓ ପରିବହନ ସହିତ ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ଦାୟିତ୍ବ

8-ସୁରେଶ ବୈଷିଷ୍ଠ-ଅଫିସର ଅନ ସ୍ପେଶାଲ ଡିୟୁଟି , ସାଧାରଣ ପ୍ରଶାସନ ବିଭାଗ

9-ଭାସ୍କରଜ୍ୟୋତି ଶର୍ମା- ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସଚିବ, ସେ ପୂର୍ବପରି ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ଦାଟିତ୍ବରେ ରହିବେ।

10-ଭୂପେନ୍ଦ୍ର ସିଂ ପୁନଲା- ଇଡିକୋର ଏମଡି ଭାବେ ଅତିରିକ୍ତ ଦାୟିତ୍ବ, ସେ ପୂର୍ବ ପରି  ଏମଡି ଇପିକୋଲ, ଏମଡି ଓଏଫଡିସିରେ କାର୍ଯ୍ୟ କରିବେ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ପାଞ୍ଚ ଆଇଏଏସ ସ୍ତରରେ ହେଲା ଅଦଳ ବଦଳ

ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନରୁ ବରିଷ୍ଠ ଅଧିକାରୀମାନେ ଆସିବା ପରେ ରାଜ୍ୟ ସରକାର ଆଇଏଏସ ସ୍ତରରେ ଆଦଳ ବଦଳ କରିଛନ୍ତି। ଏ ନେଇ ସାଧାରଣ ପ୍ରସାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

1-ପରାଗ ଗୁପ୍ତା-  ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଓଡ଼ିଶା ଆଇଏଏସ କ୍ୟାଡ଼ର ଅନୁଯାୟୀ, ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ପଦବୀ ଓ ଦାୟିତ୍ୱ ମୁଖ୍ୟ ଶାସନ ସଚିବ ପାହ୍ୟାର ବୋଲି ଘୋଷଣା କରାଯାଇଛି  ।

2-ସୁରେନ୍ଦ୍ର କୁମାର- ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଓ ସିଡ଼ିଏ ଅଧ୍ୟକ୍ଷ ଥିବାବେଳେ ତାଙ୍କୁ ଓଏମସିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

3-ଜି ମାଥିଭାଥନନ-ଗୃହ ଓ ନଗର ଉନ୍ନୟନ ଓ ସଂସଦୀୟ ବ୍ୟାପାର ବିଭାଗର ପ୍ରମୁଖ ସଚିବ ସହିତ ତାଙ୍କୁ କଟକ ଉନ୍ନୟନ କର୍ତୃପକ୍ଷର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

4-ମାନସି ନିମ୍ବାଲ- ଓଡିଶା ରାଜ୍ୟ କୃଷି ପରିଚାଳନା ବୋର୍ଡ ସଦସ୍ୟ ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ସେ ପୂର୍ବଭଳି ଟିଡ଼ିକଲର ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିବେ । ଓଏସଏମ ବୋର୍ଡ ସଦସ୍ୟ ସଚିବ ପଦବୀ ଓ ଦାୟିତ୍ୱ ଯୁଗ୍ମ ସଚିବ ପାହ୍ୟାର ବୋଲି ଘୋଷଣା କରାଯାଇଛି  ।

5- ଡକ୍ଟର ୟେଦୁଲ୍ଲା ବିଜୟ-ଯୋଜନା ଓ ସଂଯୋଜନା ବିଭାଗର ଉପ ସଚିବ ଥିବାବେଳେ ତାଙ୍କୁ ଓରେଡ଼ାର ଚିଫ ଏକଜିକ୍ୟୁଟିଭ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

Categories
ବିଶେଷ ଖବର ରାଜ୍ୟ ଖବର

ବଲାଙ୍ଗିର ସହ ବଦଳିଲେ ଚାରୋଟି ଜିଲ୍ଲାର ଜିଲ୍ଲାପାଳ, ଜାଣନ୍ତୁ କେଉଁ ଜିଲ୍ଲାରେ କାହାକୁ ଦିଆଗଲା ଦାୟିତ୍ବ

ଭୁବନେଶ୍ୱର, ଆଜି ରାଜ୍ୟ ସରକାର 4ଟି ଜିଲ୍ଲାର ଜିିଲ୍ଲାପାଳ ସହିତ 12 ଜଣ ଆଇଏଏସଙ୍କୁ ଅଦଳବଦଳି କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁସାରେ ଯେଉଁ ବଦଳି ହୋଇଛି ତାହା ହେଲା

1-ରଞ୍ଜନ କୁମାର ଦାସ-ଓଡିଶା ଭାଷା, ସାହିତ୍ୟ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ

2- ଅରବିନ୍ଦ ଡାକୁଆ- ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ

3- ମଧୁସ୍ମିତା ସାହୁ-ଜଳସମ୍ପଦ ବିଭାଗର ଉପସଚିବ

4-ଚଞ୍ଚଳ ରଣା-ବଲାଙ୍ଗିର ଜିଲ୍ଲାପାଳ

5-ଚକ୍ରବର୍ତ୍ତୀ ସିଂହ ରାଠୋର- ଯାଜପୁର ଜିଲ୍ଲାପାଳ

6-ସିଦ୍ଧାର୍ଥ ଶେଖର ସ୍ୱାଇଁ- ଅନୁଗୁଳ ଜିଲ୍ଲାପାଳ

7-ସ୍ୱାଧା ଦେବ ସିଂହ- ନୂଆପଡା ଜିଲ୍ଲାପାଳ

8-ମନୋଜ କୁମାର ମହାନ୍ତି- ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ

9-ଦତ୍ତାତ୍ରେୟ ବି ସିଂଧେ-ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ

10-ସିଧେଶ୍ୱର ବାଲିରାମ ବୋନ୍ଦାର-ବ୍ରହ୍ମପୁର ମହାନଗର ନିଗମ କମିଶନର

11-କିର୍ଥୀ ଭାସନ- ବ୍ରହ୍ମପୁର ଉପଜିଲ୍ଲାପାଳ

12-ଜେ ସୋନାଲ- ଗୁଣୁପୁର ଉପଜିଲ୍ଲାପାଳ

Categories
ଆଜିର ଖବର ରାଜ୍ୟ ଖବର

ଆଇଏଏସ ସ୍ତରରେ ଅଦଳବଦଳ, ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତିଙ୍କ କାର୍ଯ୍ୟକାଳ ପୁଣି ବୃଦ୍ଧି

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ରାଜ୍ୟ ସରକାର ପୁଣି ଆଇଏଏସ ସ୍ତରରେ  ଅଦଳବଦଳ କରିଛନ୍ତି । ୨୦୦୪ ବ୍ୟାଚର ଆଇଏଏସ ଅଫିସର ନିରଞ୍ଜନ ସାହୁଙ୍କୁ ଉତ୍ତରାଞ୍ଚଳ ଆର୍‌ଡିସି ଭାବେ ବଦଳି କରାଯାଇଛି । ପ୍ରଶାନ୍ତ କୁମାର ସେନାପତିଙ୍କୁ ଓବିସି, ଏସିଏସଟି ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ୨୦୦୭  ବ୍ୟାଚର ଆଇଏଏସ  ସୁଶାନ୍ତ କୁମାର ମହାପାତ୍ରଙ୍କୁ  ଇଷ୍ଟେଟସ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଭି. ବିଜୟ କୁମାରଙ୍କୁ ଆୟୁଷ ବିଭାଗର ନିର୍ଦ୍ଦେଶକ କରାଯାଇଛି । ବିଜୟ କୁମାର ହେଉଛନ୍ତି ୨୦୦୯ ବ୍ୟାଚର ଆଇଏଏସ ଅଫିସର । ସେହିପରି ୨୦୦୯ ବ୍ୟାଚର ଆଇଏଏସ ଏନ୍. ତିରୁମାଲା ନାଏକଙ୍କୁ ଶ୍ରମ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି ।୨୦୧୫ ବ୍ୟାଚ୍ ଆଇଏଏସ୍ ଆବୋଲି ସୁନୀଲ ନରଭାଣେଙ୍କୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ସେହିପରି ରାଜ୍ୟ ସରକାର 2007 ବ୍ୟାଚର 11 ଜଣ ଆଇଏଏସଙ୍କୁ ପଦନ୍ନୋତି ମଧ୍ୟ କରିଛନ୍ତି। ସେମାନେ ହେଲେ ଅରବିନ୍ଦ ଅଗ୍ରୱାଲା, ବଲୱାନ୍ତ ସିଂ,ସଚୀନ ରାମଚାନ୍ଦ ଯାଦବ,ଜ୍ଞାନ ରଂଜନ ଦାସ,ବିଜୟ କୁମାର ନାୟକ, ମହମ୍ମଦ ରସିଦ ଖାନ୍,ପ୍ରଦୀପ କୁମାର ମହାପାତ୍ର, ରଂଜନ ଦାସ, ସଂଗ୍ରାମଜୀତ ନାୟକ, ବିଶ୍ବନାଥ ଆଚାର୍ଯ୍ୟ ଏବଂ ଶରତ ଚନ୍ଦ୍ର ନାୟକ। ସେହିପରି ଖଣି ବିଭାଗର ସ୍ବତନ୍ତ୍ର ସଚିବ ଦୀପକ ମହାନ୍ତିଙ୍କ କାର୍ଯ୍ୟକାଳକୁ ଆଉ ତିନିମାସ ବୃଦ୍ଧି କରାଯାଇଛି। ସେ ପୂର୍ବପରି ଖଣି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ।