ଆଜିର ଖବର ସାହିତ୍ୟ ସହ ସାମାଜିକ ଦାୟିତ୍ୱ: ଅଗଷ୍ଟ ୧ରେ ବୃକ୍ଷରୋପଣ କରିବ ‘ଆମ ସାହିତ୍ୟ ଘର’ ରଣପୁର: ରଣପୁର ସ୍ଥିତ ନବୀନ ଯୁଗଳ ଆଇ.ଟି.ଆଇ. ପରିସରରେ ‘ଆମ ସାହିତ୍ୟ ଘର’ ର ଏକ ସାଧାରଣ ବୈଠକ ସଭାପତି ଉମାକାନ୍ତ ଦାସଙ୍କ ସଭାପତିତ୍ୱରେ ସଫଳତାର ସହ…