ଆଜିର ଖବର ୫୦ ହଜାର ଲାଞ୍ଚ ନେଇ ଫସିଲେ କୋର୍ଟର ବରିଷ୍ଠ କିରାଣୀ ମାଲକାନଗିରି: ଜାମିନବିହୀନ ପରୱାନା ମାମଲାରେ ରିହାତି ପ୍ରଦାନ କରିବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି…