ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

ବାଣପୁର: କ୍ରୀଡା ଭାରତୀ ବାଣପୁର ଶାଖା ଦ୍ୱାରା ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉକ୍ତ ଗ୍ରାମର ପ୍ରାୟ ଏକ ଶହ…