ମୋଦୀ ସରକାର

ନୂଆଦିଲ୍ଲୀ: କେନ୍ଦ୍ରରେ ଥିବା ମୋଦୀ ସରକାର ସାରା ଦେଶରେ ଚାଷୀଙ୍କ ପାଇଁ ଅନେକ ଲାଭଦାୟକ ଯୋଜନା ଚଳାଉଛନ୍ତି। ଯାହାଦ୍ୱାରା ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇପାରିବ। ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଆଜି ମୋଦୀ ସରକାରଙ୍କ ଦ୍ଵିତୀୟ ପାଳିର ଅନ୍ତିମ ବଜେଟ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଉପସ୍ଥାପନ କରୁଛନ୍ତି। ଅର୍ଥମନ୍ତ୍ରୀ ବଜେଟ ଭାଷଣରେ କହିଛନ୍ତି ଯେ, ଆମେ ପ୍ରତ୍ୟେକ…

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଅର୍ଥାତ୍ ଫେବୃଆରୀ ୧ ତାରିଖରେ ସଂସଦରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ଭାବରେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସମ୍ପର୍କରେ ମଧ୍ୟ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଏହି ନିୟମ…

ନୂଆଦିଲ୍ଲୀ: କେନ୍ଦ୍ରରେ ଥିବା ମୋଦୀ ସରକାର ଚାଷୀଙ୍କ ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ କୃଷକମାନେ ନିଜ କ୍ଷେତରେ ବ୍ୟବହୃତ କୀଟନାଶକକୁ ଘରେ ବସି ଅର୍ଡର…

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ବଦଳୁଥିବା ସମୟ ସହିତ ଏହାର ଯାତ୍ରୀମାନଙ୍କ ପାଇଁ ଅନେକ ସୁବିଧା ଆଣିଛି। ମୋଦୀ ସରକାରଙ୍କ ଏକ ମହତ୍ତ୍ଵର୍ଣ୍ଣ ଯୋଜନା ମଧ୍ୟରୁ ବନ୍ଦେ ଭାରତ…

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଙ୍କ ପରେ ବର୍ତ୍ତମାନ ଆଇଏମ୍ଏଫ୍ ଅର୍ଥାତ୍ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମଧ୍ୟ ମୋଦୀ ସରକାରଙ୍କ ନଗଦ ସ୍ଥାନାନ୍ତର ଯୋଜନାର ପ୍ରଶଂସକ ପାଲଟିଛି। ଆନ୍ତର୍ଜାତୀୟ ମୁଦ୍ରା…

ନୂଆଦିଲ୍ଲୀ: ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇବା ଯୋଜନା ଯଥା ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଆସନ୍ତା ତିନିମାସ ପାଇଁ ବୃଦ୍ଧି କରାଯାଇଛି। ଏହି…

ନୂଆଦିଲ୍ଲୀ: ଅସନ୍ତୁଷ୍ଟ ନେତାଙ୍କ ଅସନ୍ତୋଷକୁ ଦୂର କରିବାକୁ କଂଗ୍ରେସ ନିରନ୍ତର ଚେଷ୍ଟା କରୁଛି। ଏହା ପରେ ମଧ୍ୟ ନେତାଙ୍କ ଅସନ୍ତୋଷ କ୍ରମାଗତ ଭାବେ ବଢୁଥିବା ଜଣାପଡିଛି। ବର୍ତ୍ତମାନ…

ନୂଆଦିଲ୍ଲୀ: ଲୋକଙ୍କୁ ଚାକିରୀ ଦେବା ଦିଗରେ ମୋଦି ସରକାର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହି କଥା ସରକାର ନିଜେ ଘୋଷଣା କରିଛନ୍ତି। ଆଜି ସକାଳେ…

ନୂଆଦିଲ୍ଲୀ: ମୋଦୀ ସରକାର ଆଜି ଅଷ୍ଟମ ବାର୍ଷିକୀ ପାଳନ କରୁଛନ୍ତି। ତେଣୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି।…

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୧ ମେ, ୨୦୨୨ରେ ହିମାଚଳ ପ୍ରଦେଶର ଶିମଲା ପରିଦର୍ଶନରେ ଯିବେ। ସେ ସେଠାରେ ପ୍ରାୟ ପୂର୍ବାହ୍ନ ୧୧ଟା ସମୟରେ ‘ଗରିବ କଲ୍ୟାଣ ସମ୍ମିଳନୀ’ରେ…

ନୂଆଦିଲ୍ଲୀ: ଦେଶର ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ଦେଶର ସୁରକ୍ଷା ପ୍ରତି ବିପଦ ଥିବା ୫୪ ଟି ଚାଇନିଜ୍ ଆପକୁ କେନ୍ଦ୍ର…

ନୂଆଦିଲ୍ଲୀ: ୨୦୨୨-୨୩ ବର୍ଷ ପାଇଁ ଦେଶର ବଜେଟ୍ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ଏବଂ ସମସ୍ତ…

ନୂଆଦିଲ୍ଲୀ: ଦେଶ ପୁଣି ଥରେ ନିର୍ବାଚନ ରଙ୍ଗରେ ରଙ୍ଗିତ ହୋଇଛି। ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଛି। ଏହି ସମୟରେ ଆଜି…

ନୂଆଦିଲ୍ଲୀ: ମୋଦୀ ସରକାର ଆଉ ୩୫ ଟି ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିକ୍ରମ ସାହା କହିଛନ୍ତି ଯେ,…

ନୂଆଦିଲ୍ଲୀ: ଆସନ୍ତା ମାସରେ ଦେଶର ଚାଷୀଙ୍କୁ ସରକାର ଏକ ଖୁସି ଖବର ଦେବାକୁ ଯାଉଛନ୍ତି। କିଷାନ ସମ୍ମାନ ନିଧି ରାଶି ଖୁବ ଶୀଘ୍ର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ…

ନୂଆଦିଲ୍ଲୀ: ନୂତନ ବର୍ଷରେ ନିଜ କର୍ମଚାରୀଙ୍କୁ ମୋଦୀ ସରକାର ଖୁସି ଖବର ଦେଇପାରେ। ମୋଦୀ ସରକାର ବର୍ତ୍ତମାନ ଆଉ ଏକ ଭତ୍ତା ଅର୍ଥାତ୍ କର୍ମଚାରୀଙ୍କ ଘର ଭଡା…

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶକୁ ପ୍ରଥମ ମହିଳା ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ମିଳିପାରେ। ନୂତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ପଦ ପାଇଁ ଜଣେ ମହିଳାଙ୍କୁ ପ୍ରାଥମିକତା ଦେବାକୁ ସରକାର…

ଭୁବନେଶ୍ୱର: ମୋଦୀ ସରକାରଙ୍କର ବିମୁଦ୍ରୀକରଣ ଯୋଜନାକୁ ବାତିଲ ଓ ଲକ୍ଷ୍ମୀପୁରରେ କୃଷକଙ୍କ ହତ୍ୟାକାରୀଙ୍କୁ ଗରିଫ ଦାବୀ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆଇ.ଏନ୍‌.ଟି.ୟୁ.ସି., ଏ.ଆଇ.ଟି.ୟୁ.ସି., ସି.ଆଇ.ଟି.ୟୁ., ଏ.ଆଇ.ୟୁ.ଟି.ୟୁ.ସି., ଏ.ଆଇ.ସି.ସି.ଟି.ୟୁ.,…

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ବିବାଦକୁ ନେଇ କେନ୍ଦ୍ର ସରକାରକୁ କଂଗ୍ରେସ ତୀବ୍ର ଟାର୍ଗେଟ କରିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ,…