Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସରାପାଲିର ଶତାୟୁ ବୃଦ୍ଧାଙ୍କ ପରଲୋକ
ଆଞ୍ଚଳିକ

ସରାପାଲିର ଶତାୟୁ ବୃଦ୍ଧାଙ୍କ ପରଲୋକ

June 10, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ନାକଟିଦେଉଳ: ସରପାଲି ଗ୍ରାମ ର ଶତାୟୁ ବୃଦ୍ଧ ଦମ୍ବୋଦର ସ୍ବାଇଁ ୧୦୭ ବୟସରେ ପଞ୍ଚପୋଡାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ୩ୟ ଶ୍ରେଣୀ ପାଠ ପଢିଥିବା ଶ୍ରୀ ସ୍ୱାଇଁ ଷାଠିଏ /ସତୁରି ଦଶକରେ ଭ୍ରାମ୍ୟମ୍ରାଣ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ନାଟକରେ ବିଶିଷ୍ଟ ସଂଗୀତକାର ସହିତ ସଖି ଭୁମିକା ନିର୍ବାହ କରୁଥିଲେ। ସରାପାଲି ଅଂଚଳର ପ୍ରାଚୀନ ଯଂଜ୍ଞପୀଠରେ ଭଣ୍ଡାର ଘର ରକ୍ଷକ, ସାହି କୋଠଘରର କ୍ୟାସିଅର କାର୍ଯ୍ୟ ସହ ଗ୍ରାମର ସାମାଜିକ କାର୍ଯ୍ୟକ୍ରମ ଓ ଗ୍ରାମ କମିଟିର ଜଣେ ସକ୍ରିୟ ସଭ୍ୟ ଭାବରେ କାର୍ଯ୍ୟକରିଛନ୍ତି। ସେ ଗ୍ରାମରେ ଜଣେ ପୂର୍ଵ ଶବସଂସ୍କାରକ ରୂପେ ରହି କାର୍ଯ୍ୟ କରିଛନ୍ତି।

ଭାଗବତ ଗୀତା, ରାମାୟଣ ପଢିବା ସହ ପଣିକିଆ, ଲୋକଗୀତ, ଚାଷୀଗୀତ (ହଲିଆ ଗୀତ) ଲୋକଙ୍କୁ ଶୁଣାଇବାର ରୁଚି ତାଙ୍କର ରହିଥିଲା। ଲୋକ ମାନଙ୍କ ପ୍ରାଥମିକ ରୋଗ ଚିକିତ୍ସା ପାଇଁ ଅମାବାସ୍ୟା ଓ ସଂକ୍ରାନ୍ତି ରେ ଜଙ୍ଗଲରୁ ଚେର ମୂଳ ସଂଗ୍ରହ କରି ଔଷଧକୁ ବିନା ମୂଲ୍ୟ ରେ ପ୍ରଦାନ କରିଥାନ୍ତି। ସରlପାଲି ଗ୍ରାମପଂଚାୟତ ର ପୂର୍ବତନ ସରପଞ୍ଚ ତଥା ସ୍ବର୍ଗତ ଶିକ୍ଷକ ବଳରାମ ପୁରୋହିତ ତାଙ୍କ ଛାତ୍ରବନ୍ଧୁ ଅଟନ୍ତି। ବିଶିଷ୍ଟ ଚିତ୍ରଶିଳପୀ କଳା ଅଧ୍ୟାପକ ସୁଧିର ସ୍ବାଇଁଙ୍କ ସେ ଅଜା ଅଟନ୍ତି।

ପରଲୋକ ସରାପାଲି
Share. Facebook Twitter LinkedIn Email WhatsApp Copy Link

Related Posts

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ଜିଲ୍ଳାପାଳ ଏବଂ ଏସ୍ ପିଙ୍କ ନାଲିପଡା ଅର୍ଜୁନପୁର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି

February 16, 2026

ରଙ୍କନାଥ ମନ୍ଦିରରେ ନୂତନ ପ୍ରବଚନ ମଣ୍ଡପକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

February 15, 2026
Latest News

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.