Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନାକ୍ଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ଏନ୍ ସି ସି ୟୁନିଟ୍ ଉଦ୍ଘାଟନ ସମାରୋହ
ଆଞ୍ଚଳିକ

ନାକ୍ଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ଏନ୍ ସି ସି ୟୁନିଟ୍ ଉଦ୍ଘାଟନ ସମାରୋହ

March 10, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢ଼ାଖୋଲ: ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ ଓ ଏନ୍ ସି ସି ସମ୍ବଲପୁର୍ ଗୃପ ହେଡକ୍ୟୁଆଟରର ସହଯୋଗରେ ନାକ୍ଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ଦୁଇଟି ଏନ୍ ସି ସି ୟୁନିଟ୍ ଖୋଲିଛି। ଵାଳକ ବିଭାଗ ୟୁନିଟର ଏନ୍ ସି ସି ଅଫିସର ଭାଵେ ଶିକ୍ଷା ଵିଭାଗର ଅଧ୍ୟାପକ ହିମା°ଶୁ ବାରିକ୍ ନିଯୁକ୍ତ ହୋଇଥିବା ଵେଳେ ଵାଳିକା ଏନ୍ ସି ସି ୟୁନିଟର ଅଫିସର୍ ଭାବେ ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ସଙ୍ଗୀତା ସେଠ୍ ନିଯୁକ୍ତ ହୋଇଛନ୍ତି। ତା ୧୦.୩.୨୩ ରିଖ ଦିନ ନାକ୍ଟିଦେଉଳ ମହାଵିଦ୍ୟାଳୟ ର ଏନ୍ ସି ସି ୟୁନିଟ୍ ସମ୍ବଲପୁର୍ ଏନ୍ ସି ସି ଗୃପ୍ ହେଡକ୍ୟୁଆଟର ର କମାଣ୍ଡିଙ୍ଗ ଅଫିସର୍ ସି .ସି ନାଗ୍ ଙ୍କ ଦ୍ବାରା ଉଦଘାଟିତ ହୋଇଥିଲା। ସେ ଫିତା କାଟି ଓ ଦ୍ବୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।

ଏହି ଅବସରରେ କେନ୍ ଡ଼୍ରିଲ୍ ଓ ଏନ୍ ସି ସି ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ଵେଳେ ନୂତନ ଏନ୍ ସି ସି କାର୍ଯ୍ୟାଳୟ ,ଫାଏରିଙ୍ଗ ରେଞ ଏରିଆ ଓ ଅବଷ୍ଟେକଲ୍ କୋର୍ସ ଏରିଆ ଉଦଘାଟିତ ହୋଇଥିଲା। ଏହା ସହିତ ନୂତନ କେଡ଼ଟ୍ ସିଲେକ୍ସନ୍ ପାଇଁ ଇଣ୍ଟରଭିଉ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ସୁଧୀର କୁମାର୍ ସାହୁ ଙ୍କ ସଭାପତିତ୍ଵ ରେ ଏନ୍ ସି ସି ର ମହତ୍ତ୍ଵ ଓ ଭୂମିକା ସମ୍ପର୍କରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା।

ଏହି ସମାରୋହରେ ଅଧ୍ୟାପକ ଦେବେଶ ବିଶ୍ବାଳ, ଶେଷଦେବ ବିଶ୍ବାଳ, ଵିନୋଦ ବିହାରୀ ପ୍ରଧାନ୍, ଭଜମୋହନ ପ୍ରଧାନ, ଅଧ୍ୟାପିକା ଆର୍ ପୁଷ୍ପାଞଳୀ, ଲିଟିନା ପ୍ରିୟଦର୍ଶିନୀ, ସୁଦାମ ସାହୁ, ଵିଭୁତି ଭୁଷଣ ସାହୁ ଓ ଧନଞୟ ମହାକୁଡ ପ୍ରମୁଖ ସହଯୋଗ କରିଥିଲେ।

ଉଚ୍ଚ ଶିକ୍ଷା ବିଭାଗ ଓଡିଶା ସରକାର ନାକ୍ଟିଦେଉଳ ସ୍ନାତକ ମହାବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ଆସିଲା କତାରରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତ ଶରୀର

March 13, 2026

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026
Latest News

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.