Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରର ବିଭିନ୍ନ ଅଞ୍ଚଳରେ ବେଶ ଧୂମଧାମରେ ପାଳନ ହେଲା ରାମନବମୀ
ଆଞ୍ଚଳିକ

ବାଣପୁରର ବିଭିନ୍ନ ଅଞ୍ଚଳରେ ବେଶ ଧୂମଧାମରେ ପାଳନ ହେଲା ରାମନବମୀ

March 31, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁରର ବିଭିନ୍ନ ଅଞ୍ଚଳରେ ବେଶ ଧୂମଧାମରେ ହେଲା ପାଳନ ରାମନବମୀ

ସୀତାରାମ ଅଗ୍ରୱାଲ

ବାଣପୁର :- ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କର ଜନ୍ମ ଦିବସ ଗତକାଲି ପାଳିତ ହୋଇଛି। ଓଡିଶାର ପୂରପଲ୍ଲୀରେ ଚୈତ୍ରମାସ ଶୁକ୍ଳ ନବମୀ ଦିନଟିକୁ ରାମନବମୀ ଭାବେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବାଣପୁରର ଭେଟେଶ୍ୱର, ମଙ୍ଗରାଜପୁର, ପଦନପୁର ସମେତ ବହୁ ସ୍ଥାନରେ ରାମନବମି ପୂଜା ଅନୁଷ୍ଠିତ ହୋଇଯାଇଛି।

ପୁରାଣ କଥା ଅନୁଯାୟୀ ଭଗବାନ ବିଷ୍ଣୁଙ୍କ ଦଶ ଅବତାର ଭିତରେ ତ୍ରେତୟାଯୁଗରେ ପ୍ରଭୁ ରାମଚନ୍ଦ୍ର ସପ୍ତମ ଅବତାର ଗ୍ରହଣ କରିଥିଲେ। ଅତ୍ୟାଚାରୀ ରାବଣକୁ ବଧ କରିବା ସହିତ ବିଭନ୍ନ ଅତ୍ୟାଚାରରୁ ସୃଷ୍ଟିକୁ ରକ୍ଷା କରିବା ଏବଂ ସତ୍ୟ ରକ୍ଷା କରିବା ନିମିତ୍ତ ଏ ଧରାଧାମରେ ପ୍ରଭୁ ରାମଚନ୍ଦ୍ରଙ୍କର ଆବିର୍ଭାବ ହୋଇଥିଲା। ତେଣୁ ପ୍ରତ୍ୟେକ ହିନ୍ଦୁ ସନାତନ ଧର୍ମୀ ଲୋକମାନଙ୍କ ପାଇଁ ଆଜିର ଦିନଟି ହେଉଛି ଏକ ପବିତ୍ର ଦିନ।

ମଙ୍ଗରାଜପୁର ଗ୍ରାମରେ ରାମ ନବମୀ ଠାରୁ ପାଞ୍ଚ ଦିନ ବ୍ୟାପି ଏହି ପୂଜା ମହାଡ଼ମ୍ବରରେ ପାଳନ ହେଉଛି। ଗ୍ରାମର ବହୁ ମହିଳା ଓ ପୁରୁଷ ନିଜ ନିଜର ମାନସିକ କରି ରାମନବାମୀ ଦିନ ସଂକଳ୍ପ କରି କୁମ୍ଭ ଧାରଣ ପୂର୍ବକ ନଗର ପରିକ୍ରମା କରିଥିଲେ। ପ୍ରତ୍ୟେକ ଦିନ ହବିଷ୍ୟlଦି ଗ୍ରହଣ କରି ମାନସିକ ଧାରୀ ମାନେ ରାମାୟଣ ପୁସ୍ତକ ପଠନ ଓ ଶ୍ରବଣ କରି ରାମଙ୍କର ଲୀଳାକୁ ସ୍ମରଣ କରିଥାନ୍ତି।

ପୂଜାର ଶେଷ ଏବଂ ଅନ୍ତିମ ଦିନରେ ପୂର୍ଣ୍ଣାହୁତି କରାଯାଇ ରାମାୟଣ ପୁସ୍ତକ ପଠନ ସମ୍ପୂର୍ଣ୍ଣ କରାଯିବାର ଵିଧି ପ୍ରଚଳିତ ଅଛି। ଗ୍ରାମରେ ଉକ୍ତ ପଞ୍ଚାଦିନ ବ୍ୟାପି ଗ୍ରାମବାସୀ ଆମିଷ ଭକ୍ଷଣ ଠାରୁ ଦୂରରେ ରହି ରାମଚନ୍ଦ୍ରଙ୍କର ଗୁଣ ଗାନ କରିଥାନ୍ତି।

RamNavami ବାଣପୁର ରାମନବମୀ ସୀତାରାମ ଅଗ୍ରୱାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026

ହାଜତ ମୃତ୍ୟୁ : ୬ ଅବସରପ୍ରାପ୍ତ ପୋଲିସ୍ ଗିରଫ

April 7, 2026

ଫଳ ପେଟିରେ ଗଞ୍ଜେଇ : ଦୁଇ ଗିରଫ

April 7, 2026

ଗୁଳିମାଡ଼ରେ ଯୁବକ ମୃତ

April 7, 2026
Latest News

ଗଞ୍ଜାମରେ ଦୁଇ ଦିନିଆ ଆନ୍ତର୍ଜ୍ୟାତୀୟ କର୍ମଶାଳା

April 8, 2026

ପାକିସ୍ତାନ ନୁହେଁ ଯୁଦ୍ଧବିରତିର ପ୍ରକୃତ ଖେଳାଳି ଚୀନ?: ବଡ଼ ସଂକେତ ଦେଲେ ଟ୍ରମ୍ପ

April 8, 2026

ଯୁଦ୍ଧବିରତି ଘୋଷଣା ସମୟରେ ଭାରତକୁ ଖୁସି ଖବର ଦେଲେ ଆମେରିକାର ରାଷ୍ଟ୍ରଦୂତ

April 8, 2026

ତୁରନ୍ତ ଇରାନ ଛାଡିବାକୁ ନିର୍ଦ୍ଦେଶ: ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି କଲା ଦୂତାବାସ

April 8, 2026

ମୁଖ୍ୟମନ୍ତ୍ରୀ ପଦ ଛାଡିବା ପୂର୍ବରୁ ନୀତିଶ କୁମାରଙ୍କ ଦଳର ବଡ଼ ଦାବି

April 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.