Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବେଲଗୁଣ୍ଠା ଥାନା ଗୁଡିପଲୀ ଗ୍ରାମରେ ପଞ୍ଚୁ ଦଣ୍ଡ ମିଳନ
ଆଞ୍ଚଳିକ

ବେଲଗୁଣ୍ଠା ଥାନା ଗୁଡିପଲୀ ଗ୍ରାମରେ ପଞ୍ଚୁ ଦଣ୍ଡ ମିଳନ

April 8, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗୁଡିପଲୀ ଗ୍ରାମରେ ବିଭିନ୍ନ ସାହି ଯଥା ଗୁଡିପଲୀ, ସୁନାରି ସାହି, ବଢେଇ ସାହି, ସରପଲୀ ଓତଳ ଗୁଡିପଲୀର କୋଠ ଅନୁଷ୍ଠାନ ତରଫରୁ କୋଠ କମିଟି କର୍ମକର୍ତ୍ତାଙ୍କ ସହଯୋଗରେ ପଞ୍ଚୁ ଦଣ୍ଡ ମିଳନ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଏହି ମିଳନ କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମର ଦଣ୍ଡନାଚ ଦଳ ଯଥା ନାରୀଗୋଚ୍ଛା, ସିଂହ ମର୍ଦ୍ଦନ, ଝାଡଭୁଇଁ ଓ କୁଶପଲୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ରୀତିନୀତି ଅନୁଯାୟୀ ପଞ୍ଚୁ ଦଣ୍ଡ ମିଳନ କମିଟି ପକ୍ଷରୁ ସକାଳେ ମାଁ ଙ୍କୁ ଆବାହନ ପରେ ଖରାବେଳେ ଧୁଳି ଦଣ୍ଡ, ସନ୍ଧ୍ୟାରେ ଗ୍ରାମ ପୋଖରୀରେ ପାଣି ଦଣ୍ଡ ଓ ରାତ୍ରୀରେ ଦଣ୍ଡ କାଳିଙ୍କର ଅନ୍ନ ଭୋଗ ପରେ ଦଣ୍ଡ ନାଚ ଭୁକ୍ତା ଓ ଗ୍ରାମବାସୀ ପ୍ରସାଦ ସେବନ ପରେ କାଳି ନାଚ ଆରମ୍ଭ ହୋଇ ବିଭିନ୍ନ ପୌରାଣିକ ନାଟକ ପରିବେଷଣ ହୋଇଥିଲା।

ଏହି ଦଣ୍ଡ ମିଳନ କାର୍ଯ୍ୟକ୍ରମରେ ୩୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିଲେ।ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ ସାହୁ ନିଜ ଥାନା କର୍ମଚାରୀମାନଙ୍କୁ ନେଇ ଆଇନ୍ ଶ୍ରୁଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

PanaSankranti ଦଣ୍ଡ ମିଳନ ବେଲଗୁଣ୍ଠା ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ଆଜି ମଇ ୧୨ ତାରିଖ ମଙ୍ଗଳବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ, ଜାଣନ୍ତୁ ରାଶିଫଳ

May 12, 2026

ସରିଲା ଭଉଁରୀ ଯାତ୍ରା, ପିତ୍ରାଳୟକୁ ବାହୁଡିଲେ ମା’ଭଗବତୀ

May 11, 2026

ଆଜି ମେ ୧୧ ତାରିଖ ସୋମବାରରେ ଏହି ୬ ଟି ରାଶି ପାଇଁ ରହିଛି ଘାତଚନ୍ଦ୍ର

May 11, 2026
Latest News

ଅମୁଲ ପରେ ମଦର ଡେରୀ ମଧ୍ୟ କ୍ଷୀରର ମୂଲ୍ୟରେ ବୃଦ୍ଧି କଲା

May 13, 2026

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026

୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.