Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରଣପୁର ଅଚଂଳରେ ରଜ ମହୋତ୍ସବ ମହାସମାରୋହରେ ପାଳିତ
ଆଞ୍ଚଳିକ

ରଣପୁର ଅଚଂଳରେ ରଜ ମହୋତ୍ସବ ମହାସମାରୋହରେ ପାଳିତ

June 15, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ରଣପୁର ବିଜ୍ଞାପିତ ଅଚଂଳ ପରିଷଦ ତଥା ସମଗ୍ର ବ୍ଲକ୍ ର ବିଭିନ୍ନ ଅଚଂଳରେ ରଜ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି। ରଣପୁର ବିଜ୍ଞାପିତ ଅଚଂଳ ପରିଷଦର ଉପଖଣ୍ଡର ହଂସରା ଗ୍ରାମପଚାଂୟତ କରଡାପଲ୍ଲୀ ଠାରେ ଥିବା ମହାବୀର ମନ୍ଦିରରେ ଦୀର୍ଘ ୯ ବର୍ଷ ଧରି ରଜ ମହୋତ୍ସବ ପାଳିତ ହୋଇଆସୁଅଛି। କରଡାପଲ୍ଲୀ ଯାତ୍ରା ଦଳ ରାମ ଜନ୍ମ ନାଟକ ମଚଂସ୍ଥ କରୁଥିବା ଜଣାପଡିଛି। ସେହିଭଳି ଭାବରେ ରଣପୁର ବିଜ୍ଞାପିତ ଅଚଂଳ ପରିଷଦର ନାରାୟଣୀ ଠାକୁରାଣୀଙ୍କ ଠାରେ ରାଜରାଜୁଡା ଅମଳରୁ ରଜ ମହୋତ୍ସବ ପାଳନ ହୋଇଆସୁଅଛି। ରଣପୁର ନୂଆଗାଁ ଠାରେ ଥିବା ରଣପୁର ରାଜାଙ୍କର ଗଡ ଠାକୁରାଣୀ ବାଳମୁକୁଳି ଦେବୀଙ୍କ ପୀଠରେ ମଧ୍ୟ ରଜ ମହୋତ୍ସବ ଅନୁଷ୍ଠିତ ହେଉଅଛି।

ସେହିପରି ରଣପୁର ବ୍ଲକ୍ ଅନ୍ତର୍ଗତ ହରିପୁର, ଗଡବାଣିକିଲୋ,ତଳମଣିନାଗ ପୀଠ ଓ ବସନ୍ତପୁର ଆଦି ଗ୍ରାମ ମାନଙ୍କରେ ରଜ ପର୍ବ ପାଳନ ହେବା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଅଛି। ପ୍ରତ୍ୟେକ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି। ଏହା ସହିତ ପ୍ରତ୍ୟେକ ଠାକୁରାଣୀ ପିଠରେ ରଜ ପର୍ବ ସହ ରଜ ଦୋଳି ଦେଖିବାକୁ ମିଳୁଛି। ଏହି ପର୍ବ ରଣପୁର ଅଚଂଳର ଦେବୀ ପୀଠ ମାନଙ୍କରେ ୩ ଦିନ ବ୍ୟାପୀ ଚାଲିବ। ଏଥି ସହ ରଣପୁରର ଶ୍ରୀ ଜଗନ୍ନାଥ ମନ୍ଦିର ସହ ସମସ୍ତ ମଠ ମନ୍ଦିର ମାନଙ୍କରେ ରଜ ଉତ୍ସବ ପାଳିତ ହେଉଅଛି।

ରଜ ମହୋତ୍ସବ ରଣପୁର ଶ୍ରୀ ଜଗନ୍ନାଥ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026

ରଣପୁରର ନୂଆପଡ଼ା ସଂରକ୍ଷିତ ଜଙ୍ଗଲରେ ୭୭ତମ ବନମହୋତ୍ସବ ପାଳିତ

July 6, 2026
Latest News

ତାମିଲନାଡୁରେ ସମ୍ପୂର୍ଣ୍ଣ ଗୋହତ୍ୟା ନିଷେଧ ମାମଲା: ହାଇକୋର୍ଟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

July 13, 2026

ଖଲ୍ଲିକୋଟରେ ରାଜ୍ୟ ବାର୍‌‍ ଆସୋସିଏସନ୍‌‍ ସଭାପତି ଲଲାଟେନ୍ଦୁ ସାମନ୍ତରାଙ୍କୁ ସମ୍ୱର୍ଦ୍ଧନା ସମାରୋହ

July 13, 2026

ଫିଫା ବିଶ୍ୱକପ୍ ରେ ନୂଆ ବିବାଦ: ଟ୍ରମ୍ପଙ୍କ ଆହ୍ୱାନ ପରେ ଆମେରିକୀୟ ଖେଳାଳିଙ୍କ କୋହଳ ହେଲା ଦଣ୍ଡ

July 13, 2026

ଆଶ୍ଚର୍ଯ୍ୟ!: ୮୨ ବର୍ଷୀୟ ବୃଦ୍ଧ ଏବଂ ରିକ୍ସା ଚାଳକଙ୍କ ବ୍ୟାଙ୍କ ଖାତାରେ ଜମା ହେଲା ୭୫୯ କୋଟି

July 13, 2026

ଧୂଆଁ ଧୂଆଁ ହେଲା ମଧ୍ୟପ୍ରାଚ୍ୟ: କୁୱେତ, ବହରିନ ଏବଂ ଜୋର୍ଡାନ ଉପରେ କ୍ଷେପଣାସ୍ତ୍ର କଲା ଇରାନ

July 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.